Odisha Link
Bridging the Missing Links in Odisha
Browsing Tag

Bank Loot

କଟକରେ ବ୍ୟାଙ୍କ ଡକାୟତି

କଟକ: କଟକରେ ବଡ଼ ଧରଣର ବ୍ୟାଙ୍କ ଡକାୟତି। ଆଜି ସକାଳେ କଟକରେ ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ ଡକାୟତି ହୋଇଛି। ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି। ଆଇଆଇଏଫଏଲ ବ୍ୟାଙ୍କରୁ ବିୁପୁଳ ପରିମାଣର ଟଙ୍କା ଓ ସୁନା ଲୁଟ୍‌ ହୋଇଛି। ଡକାୟତି ହୋଇଥିବା ଆଇଆଇଏଫଏଲ ବ୍ୟାଙ୍କରେ ପହଞ୍ଚିଛନ୍ତି…

ବନ୍ଧୁକ ମୁନରେ ୨୦ ଲକ୍ଷ ଲୁଟ୍

ଭୋଗରାଇ: ବନ୍ଧୁକ ମୁନରେ ଲୁଟ୍। ପୁଣି ବ୍ୟାଙ୍କରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୨୦ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକିସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଏହି ଲୁଟ ହୋଇଛି। ସୂଚନା ମୁତାବକ, ୬ ଜଣ ଦୁର୍ବୃତ୍ତ…

ଯେଉଁ ବ୍ୟାଙ୍କରୁ ଋଣ, ସେହି ବ୍ୟାଙ୍କରୁ…

ଭୁବନେଶ୍ୱର: ଭୁବନେଶ୍ୱରରେ ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ୍। ବ୍ୟାଙ୍କ ଲୁଟ୍ ଘଟଣାର ଅଭିଯୁକ୍ତ ସୌମ୍ୟରଞ୍ଜନ ଜେନାକୁ ଗିରଫ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ସଡଙ୍ଗୀ। ଲକ୍‌ଡାଉନ ପାଇଁ ବ୍ୟବସାୟରେ କ୍ଷତି ଯୋଗୁଁ ଲୁଟ୍‌ କରାଯାଇଥିବା ନେଇ ସିପି ସୂଚନା ଦେଇଛନ୍ତି। ଲୁଟ୍…

ବ୍ୟାଙ୍କ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍,…

ଭୁବନେଶ୍ୱର : ଭୁବନେଶ୍ୱରରେ ୨ଟି ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ। ପୋଲିସ ହାତରେ ଧରା ପଡିଛନ୍ତି ବ୍ୟାଙ୍କ୍ ଲୁଟେରା। ମଞ୍ଚେଶ୍ବର ବରିମୁଣ୍ଡ ଅଞ୍ଚଳରୁ ବ୍ୟାଙ୍କ ଲୁଟ୍ ଘଟଣାରେ ଲୁଟେରା ଟୁନା ଜେନାକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍। ଗତ ୨୮ ତାରିଖରେ ମଞ୍ଚେଶ୍ୱର…

ଖେଳନା ବନ୍ଧୁକ ଦେଖାଇ ରାଜଧାନୀରେ…

ଭୁବନେ‌ଶ୍ବର: ସ୍ମାର୍ଟ ସିଟି ଭୁବନେଶ୍ବରରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି। କରୋନା କାଳରେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ଭୁବନେଶ୍ବର। ଆଜି ସନ୍ଧ୍ୟାରେ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଲେ ଦୁର୍ବୁତ୍ତ। ଭୁବନେଶ୍ୱରର ପଟିଆ ସ୍ଥିତ କଳାରାହାଙ୍ଗରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ଟଙ୍କା ଲୁଟ୍…