Odisha Link
Bridging the Missing Links in Odisha
Browsing Tag

baripada

ଆନ୍ଦୋଳନ ପରେ ରଙ୍ଗିଲା ଅଧ୍ୟାପକ ଗିରଫ

ବାରିପଦା: ରଙ୍ଗିଲା ଅଧ୍ୟାପକଙ୍କ ନିନ୍ଦନୀୟ କାରନାମା ଏବେ ଚର୍ଚ୍ଚାରେ। ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ମୁଖ୍ୟଙ୍କ ବିରୋଧରେ ଆସିଥିଲା ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଯାହା ରଙ୍ଗିଲା ଅଧ୍ୟାପକଙ୍କ କଳା କାରାନାମା ପଦାରେ ପଡ଼ିଛି। ସ୍ଥାନୀୟ ଘଟଣାର ପ୍ରାୟ ଏକ…

୩୦ ବର୍ଷ ପରେ ଗାଁକୁ ଫେରିଲେ ସୁମିତ୍ରା

ବାରିପଦା: ଦୀର୍ଘ ୩୦ ବର୍ଷ ପରେ ଘରକୁ ଫେରିଲେ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପରିଆକୁଲି ଗ୍ରାମର ସୁମିତ୍ରା ବେହେରା। ବର୍ଷେ କିମ୍ବା ୨ବର୍ଷ ନୁହେଁ ପୁରା ୩୦ ବର୍ଷ ପରେ ନିଜ ମାଟିକୁ ଆସିଛନ୍ତି ସୁମିତ୍ରା। ମୁମ୍ବାଇ ର ଏକ ପ୍ରତିଷ୍ଠିତ ଏନଜିଓ ସଂସ୍ଥା ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନ…

ଦ୍ବିତୀୟ ଶ୍ରୀକ୍ଷେତ୍ର ଭେଳିକି

ରାଜ୍ୟର ଅନ୍ୟତମ ସର୍ବପୁରାତନ ମନ୍ଦିର ଶ୍ରୀମନ୍ଦିର ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ଶ୍ରଦ୍ଧା ଯୋଗୁଁ କାଳକ୍ରମେ ପୁରୀ ସହର ଶ୍ରୀପୁରୁଷୋତ୍ତମକ୍ଷେତ୍ର, ଶଙ୍ଖକ୍ଷେତ୍ର ଓ ଶ୍ରୀକ୍ଷେତ୍ର ନାମରେ ଖ୍ୟାତ ହୋଇଛି। ତେବେ ସରକାରୀ ରାଜସ୍ବ ନଥିରେ ଏ ସହରର ନାମ ପୁରୀ ହିଁ ରହିଛି। ଅନୁରୂପ ଭାବେ ସ୍ଥାନୀୟ ଐତିହ୍ୟ ଓ…

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରେଲର

ବାରିପଦା : ୧୮ ନମ୍ବର ଜାତୀୟ ରାଜପଥର ହନୁମାନ ମନ୍ଦିର ନିକଟରେ ଏକ ସଡକ ଦୁର୍ଘଟଣା ହୋଇଛି । ଗୋଟିଏ ଯାତ୍ରୀବାହୀ ବସ୍ କୁ ଧକ୍କା ଦେଇଛି ଟ୍ରେଲର । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଗତ କାଲି ରାତି ପ୍ରାୟ ୧୨ଟା ସମୟରେ…