Odisha Link
Bridging the Missing Links in Odisha
Browsing Tag

baripada

ଶ୍ୱଶୁରର ଗଳାକାଟି ହତ୍ୟା କଲା ଜ୍ୱାଇଁ

ବାରିପଦା:ଶ୍ଵଶୁରଙ୍କ ଗୋଡ଼ ହାତ ବାନ୍ଧି ବେକ କାଟି ନୃଶଂସ ହତ୍ୟା କଲା ଜ୍ୱାଇଁ। ଏହି ଅଭାବନୀୟ ଅଘଟଣାଟି ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟା ପୁର ଗାଁରେ ଘଟିଛି। ମୃତଙ୍କ ଜଣକ ହେଲେ ରମେଶ ସିଂ। ସୂଚନା ଅନୁସାରେ, ଆଜି ଖିରିପଦା ଗାଁର ରମେଶ ସିଂ ତାଙ୍କ ୬ ବର୍ଷର ନାତିକୁ ପଢୁଆଁ କରିବା…

ଭୁଜାଲିରେ ହାଣି ଲୁଟିନେଲେ ଟଙ୍କା

ବାରିପଦା: ଭୁଜାଲିରେ ହାଣି ଲୁଟି ନେଲେ ଟଙ୍କା। ବାରିପଦାରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ୩ ଲକ୍ଷରୁ ଅଧିକ ଟଙ୍କା ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଆଜି ଏପରି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବଜାର ଅଞ୍ଚଳରେ ଘଟିଛି। ଗୋଟିଏ କଳା ପଲସରରେ ୩ ଜଣ ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ହାଣି ଟଙ୍କା…

ବାଇକ ଡିକି ଭାଙ୍ଗି ୧ଲକ୍ଷ ଟଙ୍କା ଲୁଟ

ବାରିପଦା: ରାଜ୍ୟରେ ଲୁଟେରାଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଛି। ଦିବାଆଲୋକରେ ବାଇକର ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା। ଏହି ଘଟଣାଟି ବାରିପଦା ଟାଉନ୍‌ ଥାନାଠାରୁ ମାତ୍ର ଅଳ୍ପ କିଛି ମିଟର ଦୂର ବଡ଼ଦାଣ୍ଡ ପାର୍ଶ୍ବବର୍ତ୍ତୀ ଶୀତଳା ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନ ସମ୍ମୁଖରେ ଘଟିଛି।…

ବାରିପଦା ମେଡିକାଲ କଲେଜ ଅଧୀକ୍ଷଙ୍କୁ…

ବାରିପଦା: ବାରିପଦା ମେଡିକାଲ କଲେଜ ଅଧୀକ୍ଷଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ। ଚିକିତ୍ସା ଅବହେଳା ଅଭିଯୋଗ କରି ମହିଳାମାନେ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ମାଡ଼ ମାରିଛନ୍ତି। ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ମହିଳାମାନେ ଠେଲାପେଲା କରିବା ସହ ମାଡ଼ ମାରିଛନ୍ତି। ଜଣେ ନାବାଳିକା ରୋଗୀର…

ସଡ଼ୁଙ୍କୁ ହତ୍ୟା କଲା ସଡ଼ୁ; ଅଭିଯୁକ୍ତ…

ବାରିପଦା: ନିଜ ସଡ଼ୁକୁ ହତ୍ୟାକାଣ୍ଡ କରିଥିବା ଅଭିଯୋଗରେ ଅଭିଯୁକ୍ତ କାର୍ତ୍ତିକ ନାୟକଙ୍କୁ କପ୍ତିପଦା ଥାନା ପୁଲିସ ଗିରଫ କରିଛି।ମୃତକ ହେଲେ ରବୀନ୍ଦ୍ର ନାଥ ନାୟକ। ଏହି ଘଟଣାଟି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ଅସୁରଖାଳ ହାଟରେ ଘଟିଛି । ସୂଚନା ଅନୁସାରେ, ରବୀନ୍ଦ୍ର ଏବଂ କାର୍ତ୍ତିକ…

୭ ଦିନ ବନ୍ଦ ରହିବ ଏହି ସହର !

ବାରିପଦା: ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିପାଇଁ ପ୍ରସାଶନ ଅନେକ ପଦକ୍ଷପ ନେଉଛନ୍ତି ।ସଂକ୍ରମଣ ବଢୁଥିବାରୁ ବାରିପଦା ସହରକୁ ଆସନ୍ତା କାଲିଠାରୁ ୭ ଦିନ ବନ୍ଦ ରଖିବାକୁ ବିଭିନ୍ନ ନାଗରିକ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି। ବାରିପଦାର ଯୁବ ସଂଗଠନ, ବ୍ୟବସାୟୀ…

ଥାନାରେ ବିଜେପି ବିଧାୟକ, ରାସ୍ତାରେ…

ଭୁବନେଶ୍ୱର: ଯନ୍ତ୍ରୀଙ୍କୁ ବାଡେ଼ଇବା ଘଟଣାରେ ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନଙ୍କୁ ପୁଲିସ ଅଟକ ରଖିଛି । ଅପରପକ୍ଷରେ ବିଧାୟକଙ୍କୁ ଅଟକ ରଖିବା ପ୍ରତିବାଦରେ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାରିପଦା ସହରରେ ଏଇ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଜନୈକ…

ସାମାନ୍ୟ ବଚସାରୁ ଘଟିଗଲା ବଡ଼ ଦୁର୍ଘଟଣା

ବାରିପଦ : ଆଜି ବାଲେଶ୍ୱର ଜିଲ୍ଲା ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ନୂଆଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ସାମାନ୍ୟ କଥା ବାର୍ତ୍ତାରୁ ଝଗଡ଼ା ଆରମ୍ଭ ହୋଇଥିଲା ଓ ଦୁର୍ବୁତ ମାନେ ଦୁଇ ଜଣଙ୍କୁ ଆକ୍ରମଣ କରି ପୋଖରୀରେ ଫିଙ୍ଗି ପଳାଇଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ…

ବଣଭୋଜିରେ ହାତୀର ଉତ୍ପାତ ଜାଣନ୍ତୁ ପୂରା…

ବାରିପଦା : ଡ଼ିସେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ବଣ ଭୋଜି ଲାଗି ରହିଥାଏ । ଲୋକ ମାନେ ନିଜ ସହରଠାରୁ ଦୂରେ ଯାଇ ସମସ୍ତେ ବଣଭୋଜି କରିଥାନ୍ତି । ସବୁ ବର୍ଷପରି ଏ ବର୍ଷ ମଧ୍ୟ କିଛି ଲୋକ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସିତାକୁଣ୍ଡା ଜଳପ୍ରପାତ ନିକଟରେ ଭୋଜି କରିବାକୁ ଯାଇଥିଲେ । ସାଙ୍ଗ ମାନଙ୍କ…

ସଡ଼କ ଦୁର୍ଘଟଣା ଚାଲିଗଲା ଦୁଇ ଜୀବନ

ବାରିପଦା:  ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀ ମୃତଙ୍କ ହୋଇଛି । ବିଳମ୍ବିତ ରାତିରେ ସଦର ଥାନା ଜ୍ୟୋତିପୁର ଛକଠାରେ ଦୁର୍ଘଟଣା ହୋଇଥିଲା । ମୃତକ ଦ୍ୱୟ ହେଲେ ଗୌତମ ମହାନ୍ତି ଓ ଅଜିତ୍ ମହାନ୍ତି। ଉଭୟଙ୍କ ବୟସ ୨୦ ବର୍ଷ ପାଖାପାଖି ହେବ । ସୂଚନା ଅନୁଯାୟୀ, ବାରିପଦା ସଦର ଥାନା ଅନ୍ତର୍ଗତ…