Odisha Link
Bridging the Missing Links in Odisha
Browsing Tag

BBSR DCP

ଅମାନିଆଙ୍କୁ ଧରିବ ସିସିଟିଭି: ଡିସିପି

ଭୁବନେଶ୍ୱର: ରାଜ୍ୟରେ ପୁଣି ଦ୍ରୁତ ଗତିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ନେଇ ରାଜ୍ୟ ସରକାର ଲୋକମାନଙ୍କୁ ସଚେତନତା କରି ଆସୁଛନ୍ତି। ହେଲେ କିଛି ଅମାନିଆ ଏବେ ବି ବିନା ମାସ୍କ ଓ ସାମାଜିକ ଦୂରତାରେ ଯାତାୟତ କରି ପ୍ରଶାସନର କଟକଣାକୁ ଫୁ’ କରି ଉଡ଼ାଇଦେଉଛନ୍ତି। ଏଥର କୋଭିଡ଼୍ ଅମାନିଆଙ୍କୁ…

କଡ଼ାକଡ଼ି ହେବ କଟକଣା: ଡିସିପି

ଭୁବନେଶ୍ବର: କରୋନା ପାଇଁ ଭୁବନେଶ୍ବରରେ କଡ଼ାକଡ଼ି ହେବ କୋଭିଡ଼ ନିୟମ। ମାସ୍କ ଓ ସାମଜିକ ଦୂରତା ଚେକିଂ ବି କଡ଼ାକଡ଼ି କରାଯିବ। ଏହା ସହିତ ଗୋଟିଏ ଜାଗାରେ ଅଧିକ ଲୋକଙ୍କୁ ଏକାଠି ହେବାକୁ ଦିଆଯିବ ନାହିଁ। କମିଶନରେଟ ପୋଲିସର ଏନଫୋର୍ସମେଣ୍ଟ ଟିମ୍‌ ନଜର ରଖିବ। ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ…

ଆତ୍ମାହୁତି ପ୍ରରୋଚନା ଦେଇଥିବା…

ଭୁବନେଶ୍ୱର: ଥମୁନି ଆତ୍ମାହୁତି ଉଦ୍ୟମ। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଗତ ୨ ଦିନ ଭିତରେ ବିଧାନସଭା ସମ୍ମୁଖରେ ୩ଜଣ ଆତ୍ମାହୁତି ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି। ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ଆତ୍ମାହୁତି ଦେବାକୁ ପ୍ରରୋଚନା ଦେଇଥିବା ବ୍ୟକ୍ତିମାନେ ମଧ୍ୟ ତଦନ୍ତ ପରିସର ଭୁକ୍ତ…