ଭାରତୀ ଓ ହର୍ଷଙ୍କ ଜାମିନ୍ ଖାରଜ ପାଇଁ…
ନୂଆଦିଲ୍ଲୀ: କମେଡି କୁଇନ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ୱଚିଆଙ୍କ ଜାମିନ୍ ଖାରଜ ପାଇଁ ଅପିଲ୍ କରିଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ଏନଡିପିଏସର ସ୍ପେଶାଲ କୋର୍ଟରେ ଜାମିନ୍ ଖାରଜ ପାଇଁ ଏନସିବି ଦ୍ୱାରସ୍ଥ ହୋଇଛି। ତଳ କୋର୍ଟର ଜାମିନ୍ ଆବେଦନ ସଂଶୋଧନ ହେଲେ ପଚରା…