Odisha Link
Bridging the Missing Links in Odisha
Browsing Tag

Bhubanesar

୩ରୁ ଖୋଲିବ ରାଜଧାନୀର ସବୁ ମନ୍ଦିର

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ପୁରୀରେ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ବରରେ ଲାଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ୩ ତାରିଖରେ ଭୁବନେଶ୍ୱରର ସମସ୍ତ ମନ୍ଦିର ଖୋଲିବାକୁ ବିଏମସିର ମଧ୍ୟ ଅନୁମତି ପ୍ରଦାନ କରିଛି। ତେବେ କରୋନା କଟକଣା ପାଇଁ ସାଧାରଣ ଦର୍ଶନ ଓ ଶ୍ରଦ୍ଧାଳୁଙ୍କ ଯାଆସ…

ରାଜଧାନୀର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ବର: କରୋନା ଭୂତାଣୁୁର ମୁକାବିଲା ପାଇଁ ରାଜ୍ୟ ସରକାର ଆପଣଉଛନ୍ତିି ଅନେକ ନିୟମ ଓ ବ୍ୟବସ୍ଥା। କରୋନା ଭୂତାଣୁର ମୁକାବିଲା ପାଇଁ ରାଜଧାନୀର ସମସ୍ତ ପାର୍କ ବନ୍ଦ କଲା ବିଏମସି। ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ଭୁବନେଶ୍ବରର ସମସ୍ତ ପାର୍କ। ରାଜଧାନୀର ସମସ୍ତ ସରକାରୀ ଓ ଘରୋଇ…

ଆଜି ଭୁବନେଶ୍ୱର ଆସୁଛନ୍ତି ଅମିତ ଶାହ

ଭୁବନେଶ୍ବର: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି। ଆଜି ସେ ସକାଳ ୧୦ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ସେ ଲୋକସେବା ଭବନରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ୧୦ଟା ୪୦ରୁ ଅପରାହ୍ମ ୨ଟା ଯାଏ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ୨ଟା ୩୦ରୁ ଅପରାହ୍ଣ…

କିନ୍ନର ଆଦାୟ କଲେ ବିଏମ୍‌ସିର ବକେୟା…

ଭୁବନେଶ୍ବର: କିନ୍ନର ଆଦାୟ କଲେ ବିଏମ୍‌ସିର ବକେୟା ପାଣି ଓ ହୋଲ୍ଡିଂ ଟ୍ୟାକ୍ସ। ପ୍ରଥମ ଦିନରେ ସହିଦନଗର ଅଞ୍ଚଳରୁ ଟିକସ ଆଦାୟ ଆରମ୍ଭ ହୋଇଛି। କିନ୍ନରମାନଙ୍କୁ ନେଇ ଗଠିତ ସ୍ଵୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଟିକସ ଆଦାୟ କରିଛି। ଟ୍ୟାକ୍ସ ଆଦାୟ କରିବା ନେଇ ବୁଧବାର ବିଏମ୍‌ସି ଓ କିନ୍ନର ସ୍ଵୀକୃତି…

‘ଅକ୍ଷର’ର ଅଷ୍ଟମ ସନ୍ଧ୍ୟା

ଭୁବନେଶ୍ବର: ସହିତର ଭାବ ହିଁ ସାହିତ୍ୟ ହୋଇଥିବାବେଳେ ସୃଜନଶୀଳ କ୍ରିୟାଶୀଳତା ହେଉଛି ସଂଗଠନ। ଯୁଗେ ଯୁଗେ ସାହିତ୍ୟ ଓ ଶାସ୍ତ୍ରର ଚର୍ଚ୍ଚା ହୋଇଛି। ସଂଗଠନ ମାଧ୍ୟମରେ ଏହି ଚର୍ଚ୍ଚା ସଂପ୍ରସାରିତ ଓ ଉତ୍ସାହିତ ହୋଇଥାଏ। ପୁସ୍ତକ ଓ ଲେଖକ ମଧ୍ୟରେ ସମ୍ବେଦନଶୀଳ ସଂପର୍କ ଜାରି ରଖିବା ସାହିତ୍ୟ ସଂଗଠନଗୁଡ଼ିକର…