Odisha Link
Bridging the Missing Links in Odisha
Browsing Tag

BJP ODISHA

ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଯେଉଁଥିରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ, ୫୦- ବର୍ଷରୁ କମ ୪୭ ଜଣ ଅଛନ୍ତି ଯୁବବର୍ଗର ପ୍ରାର୍ଥୀ ରହିଛନ୍ତି ।…

ବିଜେପିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର…

ଭୁବନେଶ୍ୱର: ବିଜେପି ଏକ ଭିନ୍ନ ରାଜନୈତିକ ଦଳ। ଆର୍ଦଶ, ବିଚାର, ରାଷ୍ଟ୍ର ନିର୍ମାଣ ଚିନ୍ତାଧାରାର କ୍ୟାଡର ଭିତିକ ଦଳ। ସଙ୍ଗଠନ ନିର୍ବାଚନ ସହ ପଦାଧିକାରୀ କାର୍ଯ୍ୟକର୍ତାଙ୍କୁ ପ୍ରଶିକ୍ଷଣ ବର୍ଗ ମାଧ୍ୟମରେ ପ୍ରଶିକ୍ଷିତ କରାଇବା ଏକ ନିୟମିତ ପ୍ରକ୍ରିୟା। ସମଗ୍ର ଦେଶରେ ଅଖିଳ ଭାରତୀୟ ମଣ୍ଡଳ ପ୍ରଶିକ୍ଷଣ…

ବଗଲା ବଞ୍ଚାଅ ଆନ୍ଦୋଳନକୁ ସମର୍ଥନ କରିବା…

ଭୁବନେଶ୍ୱର: ପୁରୀରେ ଥିବା ବଗଲା ଧର୍ମଶାଳାକୁ ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ବେଆଇନ ଭାବେ ପ୍ଲଟିଂ କରି ବିକ୍ରି କରିଛନ୍ତି। ଧର୍ମଶାଳା ଜମି ବିଶେଷ କରି ଦାନରେ ମିଳିଥିବା ସଂପତିକୁ ବିକ୍ରି କରାଯାଇ ପାରିବ ନାହିଁ ବୋଲି ଆଇନରେ ଉଲ୍ଲେଖ ରହିଛି। ରାଜ୍ୟସରକାର ଗରିବ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ…

ଯାଜପୁର ଜିଲ୍ଲା ଗସ୍ତ କରି ବନ୍ୟାଞ୍ଚଳ…

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି । ବିଶେଷ କରି ଉପକୂଳ ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତିର ପ୍ରଭାବ ଅଧିକା ରହିଛି । ଯାଜପୁର ଜିଲ୍ଲାର ବିଭିନ୍ନ ନଦୀରେ ୩୦ରୁ ଅଧିକ ଘାଇ ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲା ବିଭିନ୍ନ ବ୍ଲକରେ ବନ୍ୟା ଜଳ…

ରଥଯାତ୍ରାକୁ ନେଇ ସ୍ପଷ୍ଟ ଚିତ୍ର ରଖନ୍ତୁ…

ଭୁବନେଶ୍ବର: ରଥଯାତ୍ରା ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କର ଶତାଦ୍ଦି ଶତାଦ୍ଦିର ଏକ ପରମ୍ପରା। ଓଡିଶାର ଜନତା ଏବଂ ସାରା ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ରଥଯାତ୍ରା ଅନାଦି କାଳରୁ ରହି ଆସିଛିି । ସମଗ୍ର ବିଶ୍ୱରେ ରଥଯାତ୍ରା ପାଳନ କରାଯାଉଛି ଯାହାର ପ୍ରମୁଖ କେନ୍ଦ୍ର ପୁରୀ ଜଗନ୍ନାଥ ଧାମ।…

ବେଆଇନ ରଙ୍ଗଶାଳାକୁ ଭାଙ୍ଗିବା ନେଇ…

ଭୁବନେଶ୍ବର: ବେଆଇନ ରଙ୍ଗଶାଳାକୁ ଭାଙ୍ଗିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପୁଣି କାଠଗଡାକୁ ଟାଣିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଗତକାଲି ରଙ୍ଗଶାଳାକୁ ସରକାର ଭାଙ୍ଗି ଦେଲେ,…

ରାଜ୍ୟ ସଭାପତି ଦାୟିତ୍ଵ ଗ୍ରହଣ କଲେ ସମୀର…

ଭୁବନେଶ୍ଵର: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପିର ନବ ନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତି ଦାୟିତ୍ଵ ଗ୍ରହଣ କରିଛନ୍ତି। ଆଜି ଭୁବନେଶ୍ଵର ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା ଏହି ଉତ୍ସବରେ ସମୀର ମହାନ୍ତିଙ୍କୁ ସମ୍ବର୍ଦ୍ଧନା…

କଂଗ୍ରେସ ବିଭ୍ରାନ୍ତି କରୁଛି :…

ଭୁବନେଶ୍ବର: NRC ଓ NPR ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତି କରୁଛି ବୋଲି ପୃ‌ଥ୍ବୀରାଜ ହରିଚନ୍ଦନ ମନ୍ତବ୍ୟ ଦେଇଛନ୍ତି । NRC ଓ NPR ପ୍ରସଙ୍ଗ ଉପରେ ରାଜ୍ୟ ବିଜେପି ୧କୋଟି ଲୋକଙ୍କ ପାଖକୁ ଯିବ ବୋଲି ସେ କହିଛନ୍ତି ।

ବିଜେପିର ରାଜ୍ୟ ସରକାରଙ୍କୁ ପ୍ରଶ୍ନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ । ଶାସନ ୬ମାସ ୬ଦିନରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ମହିଳା ହିଂସାରେ ରାଜ୍ୟର ସ୍ଥାନ ଏବେ ଦ୍ୱିତୀୟ, ରଙ୍ଗଶାଳାରୁ ଭୋଗଶାଳା ତିଆରି କରି ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି। ରକ୍ଷକ ଏଠି ଭକ୍ଷକ…

ଆଜିଠୁ ବିଜେପିର ରାଜ୍ୟସ୍ତରୀୟ ସଦସ୍ୟତା…

ଭୁବନେଶ୍ବର: ଆଜିଠୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶାରେ ଏହି ସଦସ୍ୟତା ଅଭିଯାନକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନ ୩ଟାରେ ଶୁଭାରମ୍ଭ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଭୁବନେଶ୍ୱର ବିଜେପି ଜିଲ୍ଲା ସଂଗଠନ ପକ୍ଷରୁ ଏକ…