Odisha Link
Bridging the Missing Links in Odisha
Browsing Tag

Blast

ବ୍ୟାଟେରୀ ଫୁଟି ୩ ବାଳକ ଗରୁତର

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସୋମପୁର ଗାଁରେ ଘଟିଛି ଅଘଟଣ। ଗୋଟିଏ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିବା ବେଳେ ତାହା ଫାଟିଯିବାରୁ ୩ ନାବାଳକ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଆଜି ସକାଳ ପ୍ରାୟ ୮ଟାରେ ପିଲାମାନେ ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ…

ତିନି ମହଲା କୋଠାରେ ବିସ୍ଫୋରଣ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ରେମୁଣା ବ୍ଲକ ରେମୁଣା ପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତ ପୁର ଗାଆଁ ର କାଳୀଚରଣ ମହାପାତ୍ରଙ୍କ ର ସୁପୁତ୍ର ସୃଜୟ ମହାପାତ୍ରଙ୍କର ତିନି ମହଲା ଘରର ଛାତଟି ବିସ୍ଫୋରଣରେ ସମ୍ପୂର୍ଣ୍ଣ ଭାବେ ଉଡି ଉଡ଼ିଯାଇଛି। ସୂଚନା ଅନୁସାରେ ସେହି ଘରେ ଜଣେ ଭଡାଟିଆ ରହିଥିଲା ଯାହାର କିଛି ଖୋଜଖବର…