Odisha Link
Bridging the Missing Links in Odisha

ତିନି ମହଲା କୋଠାରେ ବିସ୍ଫୋରଣ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ରେମୁଣା ବ୍ଲକ ରେମୁଣା ପଞ୍ଚାୟତ ଅନ୍ତର୍ଗତ ଅଚ୍ୟୁତ ପୁର ଗାଆଁ ର କାଳୀଚରଣ ମହାପାତ୍ରଙ୍କ ର ସୁପୁତ୍ର ସୃଜୟ ମହାପାତ୍ରଙ୍କର ତିନି ମହଲା ଘରର ଛାତଟି ବିସ୍ଫୋରଣରେ ସମ୍ପୂର୍ଣ୍ଣ ଭାବେ ଉଡି ଉଡ଼ିଯାଇଛି। ସୂଚନା ଅନୁସାରେ ସେହି ଘରେ ଜଣେ ଭଡାଟିଆ ରହିଥିଲା ଯାହାର କିଛି ଖୋଜଖବର ମିଳିପାରିନାହିଁ। ପୋଲିସ୍ ତାର ଅନୁସନ୍ଧାନ କରୁଛି।
ସାଇଣ୍ଟିଫିକ୍ ଟିମ୍ ଏହାର ତଦନ୍ତ କରୁଛି। ଘଟଣା ସ୍ଥଳରେ ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ ଶିଳ୍ପାଞ୍ଚଳ ଥାନା ଆଇଆଇସି ଏବଂ ତଦନ୍ତ କାରୀ ଅଫିସର ମାନେ ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ଜଣା ପଡିବ ବୋଲି କହିଛନ୍ତି।

Comments are closed.