Odisha Link
Bridging the Missing Links in Odisha
Browsing Tag

Border

ସୀମା ଜଗିବେ ଶିକ୍ଷକ ଓ ଅଧ୍ୟାପକ

ମାଲକାନଗିରି: ରାଜ୍ୟରେ ଭୟଙ୍କର ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି କରୋନା ସଂକ୍ରମଣକୁ ଅଟକାଇବା ପାଇଁ ସରକାର ବିଭିନ୍ନ ପଡା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ଭିତରେ  ମାଲକାନଗିରି କାଲିମେଳା ମୋଟୁରେ ଏବେ ଶିକ୍ଷକ…

ପୁଣି ସୀମାରେ ସୁଡ଼ଙ୍ଗ ଠାବ

ନୂଆଦିଲ୍ଲୀ: ପୁଣି ସୀମାରେ ସୁଡ଼ଙ୍ଗ ଠାବ।ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତଭାରତ-ପାକ୍‌ ସୀମାରୁ ପ୍ରାୟ ୧୫୦ ମିଟର ଲମ୍ବ ଏବଂ ୩୦ ଫୁଟ ଗଭୀର ଏହି ସୁଡଙ୍ଗକୁ ଠାବ କରିଛନ୍ତି ବିଏସଏଫ୍ ଯବାନ୍। ୧୦ ଦିନ ପୂର୍ବରୁ ସୀମାରେ ଆଉ ଏକ ବିରାଟ ସୁଡ଼ଙ୍ଗ ଠାବ ହୋଇଥିଲା।ସୁଡ଼ଙ୍ଗ ଠାବ ହେବା ପରେ ପାଟ୍ରୋଲିଂ…

ସୀମାରେ ଉତ୍ତେଜନା, ୧୫ ଦିନ ପାଇଁ…

ଲଦାଖ: ଲଦାଖ ସୀମାରେ ଚୀନ୍ ସହ ଉତ୍ତେଜନା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି। ୧୫ ଦିନର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ ଅନୁମତି ଦିଆଯାଇଛି। ପୂର୍ବରୁ ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରହୁଥିଲା। ହେଲେ ଚୀନ୍ ସହ ଉତ୍ତେଜନା, ଏପଟେ ପାକିସ୍ତାନର…

ସେନାଙ୍କୁ ବିଚଳିତ କରିବା ପାଇଁ ସୀମାରେ…

ନୂଆଦିଲ୍ଲୀ : ଭାରତୀୟ ସେନାଙ୍କୁ ବିଚଳିତ କରିବା ନୂଆ ନୂଆ ଅଜବ କାରନାମା କରୁଛି ଚୀନ। ଲଦାଖରେ ଭାରତ-ଚୀନ ସୀମା ବିବାଦ ଜାରି ରହିଥିବା ବେଳେ ଚୀନର ସୈନ୍ୟମାନେ ସୀମାରେ ଲାଉଡସ୍ପିକର ଲଗାଇ ପଞ୍ଜାବୀ ଗୀତ ବଜାଉଛନ୍ତି। ତେବେ ଚୀନ ଏ ଲାଉଡସ୍ପିକର ପୂର୍ବ ଲଦାଖର ପେଙ୍ଗୋଙ୍ଗ ହ୍ରଦର ଫିଙ୍ଗର-୪ ଇଲାକାରେ…

ଜମ୍ମୁର ଭାରତ-ପାକିସ୍ତାନ ସୀମାନ୍ତରେ…

ନୂଆଦିଲ୍ଲୀ: ଜମ୍ମୁର ଭାରତ-ପାକିସ୍ତାନ ସୀମାନ୍ତରେ ଏକ ସୁଡଙ୍ଗ ଠାବ କରିଛି ବିଏସ୍‌ଏଫ୍। ଏକ ସୁଡ଼ଙ୍ଗ ଠାବ ହୋଇଥିବା ନେଇ ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଭାରତୀୟ ପାର୍ଶ୍ବର ସୀମାନ୍ତ ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଏହି ସୁଡ଼ଙ୍ଗଟିକୁ ଗୁରୁବାର ଦିନ ଜମ୍ମୁର ସାମ୍ବା ସେକ୍ଟର୍‌ରେ ବିଏସ୍ଏଫ୍…

ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣିଥରେ ସୀମାରେ ଦେଖାଯାଇଛି ବିବାଦ। ଏଥର କିନ୍ତୁ ଭାରତ ପାକିସ୍ତାନ ମଧ୍ୟରେ ନୁହେଁ। ବରଂ ମୁହାମୁହଁ ହୋଇଛନ୍ତି ଭାରତ ଓ ଚୀନ ସେନା। ପୂର୍ବ ଲଦାଖ ସୀମାରେ ଗତ ବୁଧବାର ଚୀନ ସେନା ସହ ଭାରତୀୟ ସେନା ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ଅନେକ ସମୟ ଧରି ଦୁଇ ସେନାର ଯବାନଙ୍କ ମଧ୍ୟରେ…