Odisha Link
Bridging the Missing Links in Odisha
Browsing Tag

Bs Yeddyurappa

ହଠାତ୍‌ ପିଏମ୍‌ ମୋଦୀଙ୍କୁ କାହିଁକି…

ନୂଆଦିଲ୍ଲୀ: ହଠାତ୍‌ ଦିଲ୍ଲୀ ଆସି ପିଏମ୍‌ ମୋଦୀଙ୍କୁ ସାକ୍ଷାତ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ଦ୍ୟୁରେପ୍ପା। ଦୀର୍ଘଦିନ ଧରି ରାଜ୍ୟରେ ନେତୃତତ୍ବ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ମୋଦୀ ୟେଦ୍ଦୁରପ୍ପାଙ୍କ ଭେଟାଭେଟିକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଛି।…

କର୍ଣ୍ଣାଟକ: ଦିନେ ଅଯୋଗ୍ୟ ଘୋଷିତ…

ବାଙ୍ଗାଲୋର: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କର ମନ୍ତ୍ରୀମଣ୍ଡଳ ବିସ୍ତାର କରିଛନ୍ତି। ରାଜ୍ୟପାଳ କଂଗ୍ରେସ-ଜେଡିଏସରୁ ଦିନେ ଅଯୋଗ୍ୟ ଘୋଷିତ ହୋଇଥିବା ୧୦ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥପାଠ କରାଇଛନ୍ତି। ଶପଥ ନେଇଥିବା ବିଧାୟକମାନେ ହେଉଛନ୍ତି ଏସଟି ସୋମଶେଖର, ଜେ ରମେଶ…

କର୍ଣ୍ଣାଟକ: ଆସ୍ଥା ଭୋଟରେ ଆସ୍ଥା ଜିଣିଲେ…

ବେଙ୍ଗାଲୁରୁ: ପରିଶେଷରେ କର୍ଣ୍ଣାଟକ ରାଜନୀତିରେ ଲାଗିରହିଥିବା ନାଟକର ଯବନିକା ପଡ଼ିଛି। କାରଣ ଆସ୍ଥା ଭୋଟରେ ବାଜିମାତ କରିଛି ୟେଦ୍ୟୁରୁପ୍ପାଙ୍କ ସରକାର। ଆଜି ମୁଖ୍ୟମନ୍ତ୍ରୀ ବିଏସ୍. ୟେଦ୍ୟୁରୁପ୍ପା କର୍ଣ୍ଣାଟକା ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି। ୧୪ ବିଦ୍ରୋହୀ ବିଧାୟକ ଗତକାଲି ବାଚସ୍ପତି କେଆର…

କର୍ଣ୍ଣାଟକ: ୧୪ ବିଧାୟକଙ୍କୁ ଅଯୋଗ୍ୟ…

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ନୂଆ ମୋଡ଼। ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ସରକାର ଗଠନ କରିଛି। ୟେଦ୍ଦୁରପ୍ପାଙ୍କ ସରକାରଙ୍କୁ ଆସନ୍ତାକାଲି ଅଗ୍ନି ପରୀକ୍ଷା ଦେବାକୁ ପଡ଼ିବ। ଅପରପକ୍ଷେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ୟେଦ୍ଦୁରପ୍ପା। ଆଉ ଏତିକିବେଳେ ବାଚସ୍ପତି କେ ଆର ରମେଶ…

କର୍ଣ୍ଣାଟକ: ବିଜେପି ପାଇଁ ଅଡ଼ୁଆ…

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତି ଏବେ ସାରା ଦେଶରେ ଚର୍ଚ୍ଚାରେ। ମେଣ୍ଟ ସରକାର ଭାଙ୍ଗିବା ପରେ ଗତକାଲି ବିଜେପି ନେତା ବିଏସ୍‌ ୟେଦ୍ଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପୂର୍ବ ମେଣ୍ଟ ସରକାରରେ ଥିବା ବିଦ୍ରୋହୀ ବିଧାୟକଙ୍କ ପାଇଁ ବିଜେପି କ୍ଷମତାକୁ ଫେରିଛି। ତେବେ ଗୁରୁବାର ଇସ୍ତଫା ଦେଇଥିବା…

କର୍ଣ୍ଣାଟକ ରାଜନୀତି: ଆଜି ସଂଧ୍ୟାରେ ଶପଥ…

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଚାଲିଥିବା ନାଟକରେ ବିରାମ ଲଗେଇଛି ବିଜେପି। କର୍ଣ୍ଣାଟକ ମେଣ୍ଟ ସରକାର ଭାଙ୍ଗିବା ପରେ କିଏ ସରକାର ଗଢିବ ଦେଇ ଚାଲିଥିଲା ଅଙ୍କକଷା। ଆଜି କର୍ଣ୍ଣାଟକ ରାଜ୍ୟପାଳ ବାବୁଭାଇ ବାଲାଙ୍କୁ ଭେଟି ବିଧାୟକ ବିଏସ୍‌ ୟେଦ୍ଦୁରପ୍ପା କର୍ଣ୍ଣାଟରେ ସରକାର ଗଡ଼ିବା ପାଇଁ ଦାବି…