Odisha Link
Bridging the Missing Links in Odisha
Browsing Tag

Capital Hospital

ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ…

ଭୁବନେଶ୍ୱର: ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିଆଗଲା ପ୍ରଥମ ଟିକା। ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ସଚିବ କହିଛନ୍ତି, କୋଭିଡ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଆମେ ଉପନୀତ ହୋଇଛୁ। ଆଜି…

ପେଟ୍ରୋଲ୍ ପମ୍ପ ଅଗ୍ନିକାଣ୍ଡ: ୮ ଜଣ…

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ୮ ଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହାତଙ୍କ ସଂଖ୍ୟା ନେଇ କ୍ୟାପିଟାଲ୍‌ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ୮ ଜଣଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି,…

ପ୍ଲାଜମା ଦାନ ଆନ୍ଦୋଳନ ହେଉ: ନବୀନ

ଭୁବନେଶ୍ବର: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟର ୨ୟ ପ୍ଲାଜମା ବ୍ୟାଙ୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନ୍‌ଫରେନସିଂ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ପ୍ଲାଜମା ଦାନ ପାଇଁ ପୋର୍ଟାଲ ଓ ପୁସ୍ତିକାର ମଧ୍ୟ ଉନ୍ମୋଚନ କରାଯାଇଛି। ପ୍ଲାଜମା ଥେରାପି…

ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ…

ଭୁବନେଶ୍ବର: ଆଜି ସୁସ୍ଥ ହୋଇ ଘରକୁ ବାହୁଡ଼ିଛନ୍ତି ଓଡ଼ିଶାର ପ୍ରଥମ କରୋନା ରୋଗୀ। ସେ ମାର୍ଚ୍ଚ ୧୬ ତାରିଖ ଠାରୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବିଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କର ଦୁଇଥର କୋଭିଡ୍-୧୯ ପରୀକ୍ଷଣ କରାଯାଇଥିଲା। ଦୁଇଥର ଯାକ ରିପୋର୍ଟ ନେଗେଟିଭ୍‌ ଆସିବାରୁ ତାଙ୍କୁ ଆଜି…

କ୍ୟାପିଟାଲ ହସ୍ପିଟାଲ ପରିସରରେ…

ଭୁବନେଶ୍ବର : ମୋ ସରକାର ଓ ୫‘ଟି’ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଉଥିବାବେଳେ ରାଜ୍ୟରେ ସ୍ୱାସ୍ଥ୍ୟସେବା ମାନକ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ସମ୍ଭବ ହୋଇ ପାରିଛି । କ୍ୟାପିଟାଲ୍‌ ହସ୍ପିଟାଲ୍‌ର କାୟାକଳ୍ପରେ ବ୍ୟାପକ ସୁଧାର ଆସିଥିବାବେଳେ ଆଜି ହସ୍ପିଟାଲ୍‌ ପରିସରରେ…

କ୍ୟପିଟାଲ୍‌ ହସ୍‌ ପିଟାଲ୍‌ରେ ଖୁବ୍‌…

ଭୁବନେଶ୍ୱର : କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ର ହୃଦ୍‌ ବିଭାଗରେ ବିଶିଷ୍ଟ ହୃଦ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ଦାସ ନିର୍ଦ୍ଦେଶକ ଭାବରେ ଆଜି ଯୋଗଦାନ କରିଛନ୍ତି । ଫଳରେ କ୍ୟାପିଟାଲ୍‌ ହସ୍‌ ପିଟାଲ୍‌ରେ ହୃଦରୋଗଜନିତ ସମସ୍ତ ଚିକିତ୍ସା ସୁବିଧା ଉପଲବ୍ଧ ହୋଇ ପାରିବ । ଏଠାରେ ପ୍ରଥମ ଥର ପାଇଁ…

ହାର୍ଟ କେୟାର ୟୁନିଟ୍‌ର ସୁପରିଚାଳନା…

ଭୁବନେଶ୍ୱର : କ୍ୟାପିଟାଲ୍‌ ହସ୍‌ ପିଟାଲରେ ହାର୍ଟ ସର୍ଜରୀ ବିଭାଗ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ୨୦୨୦ ଜାନୁଆରୀ ମାସ ୧୫ ତାରିଖ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଏହି ମର୍ମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ…

ମୋ ସରକାରକୁ ଡ଼ାକ୍ତର ବାବୁଙ୍କ ଉପହାସ

ଭୁବନେଶ୍ବର: ମୋ ସରକାରକୁ ଡ଼ାକ୍ତର ବାବୁ ଉପହାସ କରିଥିବା ଦେଖିବାକୁ ମିଳିଛି। କ୍ୟାପିଟାଲ ହସ୍ପିଟାଲ ଫୁଟପାଥରେ ପ୍ରସବ। ହସ୍ପିଟାଲକୁ ଆସୁଥିବା ସବୁ ରୋଗୀ ଉତ୍ତମ ସେବା ପାଇବେ କେହି ଜଣେ ନିରାଶ ହୋଇ ଫେରିବେନି। ଏଥିପାଇଁ ଚାଲିଛି ସରକାରଙ୍କ ମହତ୍ୱକାଂକ୍ଷୀ ଅଭିଯାନ ମୋ ସରକାର। କିନ୍ତୁ ଏଠି ଖୋଦ୍ ଡ଼ାକ୍ତର…