Odisha Link
Bridging the Missing Links in Odisha
Browsing Tag

CESU

ବିଦ୍ୟୁତ୍‌ ଆଘାତ ଜନିତ ମୃତ୍ୟୁରେ…

ଭୁବନେଶ୍ୱର: ଯଦି କୌଣସି ବ୍ୟକ୍ତିଙ୍କର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୁଏ ତେବେ ଉପଭୋକ୍ତା ମୃତକଙ୍କ ପରିବାରକୁ ଦେବେ କ୍ଷତିପୂରଣ। ଓ.ଇ.ଆର୍‌.ସି ନିକଟରେ ଏଭଳି ଆବେଦନ କରିଛି ସେସୁ। ଗତକାଲି ଗଂଜାମରେ ଏକ ବସ୍‌ରେ ୧୧ କେଭି ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟିବା ପରେ ଓ.ଇ.ଆର୍‌.ସି ନିକଟରେ ସେସୁର ଏଭଳି…

ଆଦାୟ ହେଲାଣି ୩ କୋଟି ବକେୟା ବିଦ୍ୟୁତ୍‌…

ଭୁବନେଶ୍ବର: ସକାଳୁ ଏପର୍ଯ୍ୟନ୍ତ ବକେୟା ବିଲ୍ ବାବଦକୁ ସେସୁ ଆଦାୟ କଲାଣି ୩ କୋଟି ଟଙ୍କା। ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ସୁଦ୍ଧା ୮ଶହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସେସୁ କହିଛି । ସେେଟେ ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିବା ପାଇଁ ସେସେୁ ଆଦାୟ କେନ୍ଦ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ରହିବ…

୧୧,୩୯୭ ଗାଁରେ କଟିବ ଲାଇନ୍

ଭୁବନେଶ୍ବର: ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର। ଆଜି ବକେୟା ବିଦ୍ୟୁତ୍‌ ବିଲକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା। ସେ କହିଛନ୍ତି ଯେ, ଜାନୁଆରୀ ୧୦ସୁଦ୍ଧା ବକେୟା ବିଦ୍ୟୁତ ଦେୟ ପଇଠ କରିବାକୁ କହିଛନ୍ତି। ଯିଏ ବିଦ୍ୟୁତ୍‌ ବିଲ ପଇଠ କରିବ ନାହିଁ ଜାନୁଆରୀ ୧୬ରୁ…

ବକେୟା ଦିଅ ନେଚତ ଲାଇନ୍‌ କଟିବ: ଅରୁଣ…

ଭୁବନେଶ୍ବର: ଆପଣ ବିଦ୍ୟୁତ୍‌ ବିଲ୍‌ ଠିକ୍‌ ଭାବରେ ପୈଠ କରୁ ନାହାନ୍ତି କି? ତେବେ ହେଇ ଯାଆନ୍ତୁ ସାବଧାନ। କାରଣ ବକେୟା ବିଲ ପୈଠ ନକଲେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହେବେ। ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା। ଏଥିସହିତ ସେ କହିଛନ୍ତି ଯେ, ଉପଭୋକ୍ତାଙ୍କୁ ଅନୁରୋଧ ସେମାନେ…