Odisha Link
Bridging the Missing Links in Odisha
Browsing Tag

Chhattisgarh

ବିଧାନସଭା ନିର୍ବାଚନ: ମିଜୋରାମର ୪୦ ଓ…

ଓଏଲ୍‌ ବ୍ୟୁରୋ: ସକାଳ ୭ଟାରୁ ଆରମ୍ଭ ହୋଇଛି ଛତିଶଗଡ଼ ଓ ମିଜୋରାମ ବିଧାନସଭା ନିର୍ବାଚନ। ଛତିଶଗଡ଼ର ୨୦ଟି ଆସନରେ ମତଦାନ ଚାଲିଥିବା ବେଳେ ମିଜୋରାମର ୪୦ଟି ଆସନରେ ମତଦାନ ହେଉଛି। ଏଥିପାଇଁ ଉଭୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସବୁଠୁ ବଡ଼କଥା ହେଲା କି ମତଦାନ ଆରମ୍ଭ ହେଉ ହେଉ ଛତିଶଗଡ଼ର…

ଏନକାଉଣ୍ଟରରେ ୩ ନକ୍ସଲ ନିହତ

ଛତିଶଗଡ: ଛତିଶଗଡ କାଙ୍କେର ଜିଲ୍ଲା ରାୱାଘାଟ ଜଙ୍ଗଲରେ ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଏନକାଉଣ୍ଟରରେ ୩ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ମୃତ ୩ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ଗୁଳି ଜବତ କରାଯାଇଛି। ଏନକାଉଣ୍ଟରରେ ସମୟରେ…

ଛତିଶଗଡ଼ରେ ଏନକାଉଣ୍ଟର: ପୋଲିସ୍‌ ଏସ୍‌ଆଇ…

ରାୟପୁର: ଛତିଶଗଡ଼ରେ ପୋଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଜଣେ ପୁଲିସ ଏସଆଇ ଶହୀଦ ହୋଇଛନ୍ତି। ମାନପୁର ଥାନା ଅନ୍ତର୍ଗତ ପରଧୋନୀ ଗାଁ ନିକଟ ଜଙ୍ଗଲରେ ଏହି ଏନକାଉଣ୍ଟର ଘଟିଥିଲା। ନିହତ ମାଓବାଦୀଙ୍କ ପାଖରୁ ଗୋଟିଏ ଏକେ-୪୭ ରାଇଫଲ, ଏକ ଏସଏଲଆର ଏବଂ…

ଛତିଶଗଡ଼ରେ ଯାଆଁଳା ଛୁଆ କରୋନା-କୋଭିଡ୍

ରାୟପୁର: ସାରା ଦେଶରେ ଲକ୍‌ଡାଉନ୍‌ ବଳବତ୍ତର ଥିବା ବେଳେ ସ୍ଥାନୀୟ ଏକ ଡାକ୍ତରଖାନାରେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି ଏକ ଦମ୍ପତି। ତେବେ ବର୍ତ୍ତମାନ କରୋନା ସଂକ୍ରମଣକୁ ସ୍ମୃତିରେ ରଖିବା ଲାଗି ଏହି ଦମ୍ପତି ନିଜର ସନ୍ତାନଙ୍କ ନାମ 'କରୋନା' ଓ 'କୋଭିଡ୍' ରଖିଛନ୍ତି। ମାର୍ଚ୍ଚ ୨୬-୨୭ ରାତିରେ ଏହି…

ଛତିଶଗଡ ମୁଖ୍ୟମନ୍ତ୍ରୀ ଓ…

ନୂଆଦିଲ୍ଲୀ/ଭୁବନେଶ୍ୱର  : ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଉଭୟ ମନ୍ତ୍ରୀ ରାଜ୍ୟରେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରଣାଳୟର ଅଧୀନରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର…

୪ ମାଓବାଦୀ ନିପାତ

ଛତିଶଗଡ଼: ଛତିଶଗଡ଼ ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ଛତିଶଗଡ଼ ଧମତାରୀରେ ୪ ଜଣ ନକ୍ସଲ ନିପାତ ହୋଇଯାଇଛନ୍ତି । ପୁଲିସ ଏସଟିଏଫଙ୍କ ଗୁଳିରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ସେମାନଙ୍କ ନିକଟରୁ ୭ଟି ମାରଣାସ୍ତ୍ର ଜବତ କରାଯାଇଛି ।