Odisha Link
Bridging the Missing Links in Odisha
Browsing Tag

Child Rescued

୨୦ ଜଣ ଶିଶୁ ଶ୍ରମିକ ଉଦ୍ଧାର

ରାୟଗଡ଼ା: ଚାଲାଣ ବେଳେ ୨୦ ଜଣ ଶିଶୁ ଶ୍ରମିକ ଉଦ୍ଧାର। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ବଙ୍ଗାଳିଗୁଡା ନିକଟରୁ ୨୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶିଶୁଙ୍କୁ ଆନ୍ଧ୍ର ଚାଲାଣ କରାଯିବା ସମୟରେ ଚାଇଲ୍ଡଲାଇନ୍‌ ସଦସ୍ୟମାନେ ଉଦ୍ଧାର କରିଛନ୍ତି। ଏହି ୨୦ ଶିଶୁ ଶ୍ରମିକଙ୍କୁ ଆନ୍ଧ୍ରର…

ପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର

ବୌଦ୍ଧ: ପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର। ପୁରୁଣା କଟକ ବୁରୁଗୁଡ଼ା ଗାଁ ନିକଟସ୍ଥ ପାହାଡ଼ି ଲକ୍ଷ୍ମୀ ନାଳରେ ଫଶି ରହିଥିବା ଶିଶୁ ଉଦ୍ଧାର। ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ୫ ବର୍ଷର ଶିଶୁର ଗୋଡ଼ ପଥର ସନ୍ଧିରେ ଫସି ଯାଇଥିଲା। ଗୋଡ଼ ନବାହାରିବାରୁ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର…

ବିଲରୁ ଉଦ୍ଧାର ହେଲା ଶିଶୁ କନ୍ୟା

ବ୍ରହ୍ମପୁର: କାଦପଡା ଗାଁଠାରୁ କିଛି ଦୂରରେ ବିଲ ମଝିରେ କାନ୍ଦିବାର ଶବ୍ଦ ଶୁଣି ଶିଶୁଟିକୁ ଉଦ୍ଦାର କରି ଗ୍ରାମବାସୀମାନେ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁଟିକୁ ଏଠାରେ ଛାଡି ଚାଲିଯାଇଛି ତାର ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ…