Odisha Link
Bridging the Missing Links in Odisha
Browsing Tag

closed

୫ଦିନ ନନ୍ଦନକାନନ ବନ୍ଦ

ଭୁବନେଶ୍ବର: ଫିକା ପଡ଼ିବ ଇଂରାଜୀ ନବବର୍ଷ। ଯେଉଁମାନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ନୂଆବର୍ଷରେ ପ୍ଲାନ୍‌ କରିଥିଲେ। ସେମାନଙ୍କ ପାଇଁ ଖରାପ ଖବର। କାରଣ କାଲିଠାରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏନେଇ ଆଜି ନନ୍ଦନକାନନ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।…

ଶନି, ରବି ନନ୍ଦନକାନନ ବନ୍ଦ

ଭୁବନେଶ୍ବର: ଅଗଷ୍ଟ ମାସର କୋଭିଡ ଗାଇଡଲାଇନ୍‌ ପରେ କୋହଳ ହୋଇଛି କିଛି କଟକଣା। ହେଲେ ଏସବୁ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ପ୍ରତି ଶନିବାର ଓ ରବିବାର ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୋମବାରରୁ ଶୁକ୍ରବାର ଖୋଲା…

ମେ’ ପହିଲାରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଯାହାଫଳରେ ଚିନ୍ତାରେ ବିଏମସି। ନିକଟରେ ପଟିଆ ଅଞ୍ଚଳ କରୋନାର ନୂଆ ହଟ୍‌ସ୍ପଟ୍‌ ହୋଇଥିବା ବେଳେ ତାହାକୁ ନଜରରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ମେ' ୧ ତାରିଖରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ…

୭ ଦିନ ବନ୍ଦ ରହିବ ଏହି ସହର !

ବାରିପଦା: ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିପାଇଁ ପ୍ରସାଶନ ଅନେକ ପଦକ୍ଷପ ନେଉଛନ୍ତି ।ସଂକ୍ରମଣ ବଢୁଥିବାରୁ ବାରିପଦା ସହରକୁ ଆସନ୍ତା କାଲିଠାରୁ ୭ ଦିନ ବନ୍ଦ ରଖିବାକୁ ବିଭିନ୍ନ ନାଗରିକ ସଂଗଠନ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି। ବାରିପଦାର ଯୁବ ସଂଗଠନ, ବ୍ୟବସାୟୀ…

ଜୁଲାଇ ୨୨ରୁ ୩୧ ଭିସୁଟ ବନ୍ଦ

ସମ୍ବଲପୁର: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଦିନକୁ ଦିନ ରଜ୍ୟରେ ବିଗୁଡ଼ୁଛି ସ୍ଥିତି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୨୨ ତାରିଖ ଠାରୁ ଜୁଲାଇ ୩୧ ଯାଏଁ ବନ୍ଦ ରଖାଯାଇଛି। ଏ ନେଇ ସମ୍ବଲପୁର ଜିଲ୍ଲାପାଳ ଏକ…

ରାଜଧାନୀର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ବର: କରୋନା ଭୂତାଣୁୁର ମୁକାବିଲା ପାଇଁ ରାଜ୍ୟ ସରକାର ଆପଣଉଛନ୍ତିି ଅନେକ ନିୟମ ଓ ବ୍ୟବସ୍ଥା। କରୋନା ଭୂତାଣୁର ମୁକାବିଲା ପାଇଁ ରାଜଧାନୀର ସମସ୍ତ ପାର୍କ ବନ୍ଦ କଲା ବିଏମସି। ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ଭୁବନେଶ୍ବରର ସମସ୍ତ ପାର୍କ। ରାଜଧାନୀର ସମସ୍ତ ସରକାରୀ ଓ ଘରୋଇ…

କରୋନା ଭୟ: କାଲିଠୁ ଦିଲ୍ଲୀର ସମସ୍ତ…

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଏହାର କାୟା ବିସ୍ତାର କରୁଛି। ଗତକାଲି ସୁଦ୍ଧା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୨୯ ଥିବା ବେଳେ ଆଜି ଏହା ୩୦କୁ ବୃଦ୍ଧି ପାଇଛି। ଭାରତରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ…