ଭୂମିହୀନଙ୍କୁ ଜମି ଦେବା ପାଇଁ, ୫ରାଜ୍ୟକୁ…
ଓଏଲ୍ ବ୍ୟୁରୋ: ଭୂମିହୀନଙ୍କୁ ଜମି ନଦେଲେ ଫେରିଯିବ ଆବାସ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଭୁକ୍ତ ଭୂମିହୀନଙ୍କୁ ଜମି ଦେବା ପାଇଁ ୫ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ଓଡିଶା ସମେତ ୫ ରାଜ୍ୟକୁ ଚେତାବନୀ ଦେଇ ଚିଠିରେ ଉଲ୍ଲେଖ କରିଛନ୍ତି, ଯଦି ଚଳିତ ମାସ ୧୫ତାରିଖ…