Odisha Link
Bridging the Missing Links in Odisha

ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟର ମୋହର

ରାଜ୍ୟ କ୍ୟାବିନେଟ ଯାନବାହାନ ଜନିତ ପ୍ରଦୂଷଣକୁ ରୋକିବା ପାଇଁ ଅନୁମୋଦନ କଲା ସ୍କ୍ରାପିଂ ପଲିସିକୁ।

ଓଏଲ୍ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୧୨ ବିଭାଗର ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ ସ୍କ୍ରାପିଂ ପଲିସିରେ ଲାଗିଲା ମୋହର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୫୨ତମ  ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଅନେକ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ କ୍ୟାବିନେଟ ଯାନବାହାନ ଜନିତ ପ୍ରଦୂଷଣକୁ ରୋକିବା ପାଇଁ ଅନୁମୋଦନ କଲା ସ୍କ୍ରାପିଂ ପଲିସିକୁ। ଏହି ପଲିସି ଵାୟୁପ୍ରଦୂଷଣକୁ ରୋକିବାରେ ବିଶେଷ ଭୂମିକା ଗ୍ରହଣ କରିବ।

ରାଜ୍ୟ କ୍ୟାବିନେଟର ଅନୁମୋଦନ କ୍ରମେ ୧୫ବର୍ଷ ପୁରଣ କରିଥିବା ଯାନକୁ ସ୍କ୍ରାପିଂ କେନ୍ଦ୍ରରେ ସ୍କ୍ରାପିଂ କରିବାକୁ ପଡିବ। ଯାହା ଦ୍ୱାରା ସ୍କ୍ରାପିଂ କରିଥିବା ବ୍ୟକ୍ତି ମାନଙ୍କୁ ନୂତନ ଗାଡି କିଣିବା ପାଇଁ ପ୍ରୋସାହନ କରାଯିବ। ରାଜ୍ୟ କ୍ୟାବିନେଟରେ ଏହା ବ୍ୟତୀତ ଆହୁରି ଅନେକ ପ୍ରସ୍ତାବ ମଞ୍ଜୁର ହୋଇଛି।

2 Comments
  1. Secy ,Sankha Dhwani Rasta Surakhya Samiti Odisha says

    It’s again ,a policy without study in Odisha put thumb on proposal ,as no such ,beneficial arrengement not declared by govt ,nor found out ulternative of beneficial for vehicle owners ।

  2. Secy ,Sankha Dhwani Rasta Surakhya Samiti Odisha says

    It’s a govt policy ,but Odisha not that ,govt to agree to such in the name of govt other party bringing a drastic change suddenly ।Many thought needed before such thumb on proposal ।

Leave A Reply

Your email address will not be published.