Odisha Link
Bridging the Missing Links in Odisha
Browsing Tag

Corona Warrior

ମିଳିଲାନି କାନ୍ଧ, ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ…

ଗଞ୍ଜାମ: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଅପରପକ୍ଷେ ରାଜ୍ୟରେ କରୋନା ଜନିିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି। ଏପରି ସମୟରେ ଅନ୍ୟ କାରଣରୁ ମଧ୍ୟ ଲୋକଙ୍କ ମୃତ୍ୟୁ ହେଉଛି। ହେଲେ ମୃତ୍ୟୁ ପରେ ଅଛୁଆଁ ହେଇ ରହିଯାଉଛି ମୃତକ ଜଣକର ଶରୀର। ଏପରିକି କରୋନା ଯୋଦ୍ଧାଙ୍କ ମୃତ ଶରୀର ମଧ୍ୟ ଅଛୁଆଁ…

କରୋନାକୁ ମାତ୍‌ ଦେଲେ ୯୫ ପୁଲିସ୍‌…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବେକାବୁ ହେଉଛଇ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା। ଏସବୁ ମଧ୍ୟରେ କରୋନା ଯୁଦ୍ଧରେ ଜିତିଲେ କରୋନା ଯୋଦ୍ଧା। ମହାମାରୀ କରୋନାକୁ ମାତ୍‌ ଦେଇଛନ୍ତି ରାଜ୍ୟର ୯୫ ଜଣ ପୁଲିସ୍‌ କର୍ମଚାରୀ। ଏନେଇ ଡିଜିପି ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସମ୍ପୃକ୍ତ ପୁଲିସ କର୍ମଚାରୀମାନେ…

କରୋନା ଯୋଦ୍ଧା: ଗୋଟିଏ କରୁଣ ଦୃଶ୍ୟ

ଭୁବନେଶ୍ବର: ଉପରେ ଦିଆଯାଇଥିବା ଫଟୋ ପଛରେ ଯେଉଁ କରୁଣ କାହାଣୀ ଅଛି ସେ ବାବଦରେ ଉଲ୍ଲେଖ କରିବା ଆଗରୁ ଆମେ ପ୍ରଥମେ ଅନ୍ୟ ଗୋଟିଏ ଘଟଣା ଉପରେ ନଜର ଦେବା। ଦୁଇଦିନ ତଳେ ଅମିତାଭ ବଚ୍ଚନ, ପରେ ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ଓ ତହିଁ ପରଦିନ ବୋହୂ ଐଶ୍ବର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟା କରୋନା ସଂକ୍ରମିତ…

ଗଞ୍ଜାମ: ପରଲୋକରେ ୪ କରୋନା ଯୋଦ୍ଧା

ବ୍ରହ୍ମପୁର: ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ଭାଇରସ୍‌ କରାଳ ରୂପ ଧାରଣ କରୁଛି। ରାଜ୍ୟର ଗଞ୍ଜାମ ଜିଲ୍ଲାରରେ କରୋନା ଭାଇରସ୍‌ ଉଗ୍ରରୂପ ଧାରଣ କରିଛି। ଏସବୁ ମଧ୍ୟରେ ଜିଲ୍ଲାରେ ୪ ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ଶିକ୍ଷକ, ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ଜଣେ କନିଷ୍ଠ…

ନୟାଗଡ଼: କୋଭିଡ଼ ଯୋଦ୍ଧାଙ୍କ ପାଇଁ ଗାଇଲେ…

ନୟାଗଡ଼: ଆଜି ଅପରାହ୍ନ ୫ଟା ୩୦ ସମୟରେ ପ୍ରତି ଓଡ଼ିଆଙ୍କ ମୁହଁରେ ଗୁଞ୍ଜରୀତ ହୋଇଛି ବନ୍ଦେ ଉତ୍କଳ ଜନନୀ ସଂଗୀତ। କରୋନା ମହାମାରୀ ମୁକାବିଲାରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମସ୍ତ ଓଡ଼ିଆ ବନ୍ଦେ ଉତ୍କଳ ଜନନୀ…

ସରପଞ୍ଚ ବି କରୋନା ଯୋଦ୍ଧା, ମୃତ୍ୟୁ ହେଲେ…

ଭୁବନେଶ୍ବର: ଏଣିକି ସରପଞ୍ଚ (ବର୍ତ୍ତମାନ ଜିଲ୍ଲାପାଳ କ୍ଷମତା ପ୍ରାପ୍ତ) ମଧ୍ୟ କରୋନା ଯୋଦ୍ଧା। ଏ ନେଇ ଆଜି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏନେଇ ଆଜି ସନ୍ଧ୍ୟାରେ ଟୁଇଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ତୃଣମୂଳସ୍ତରରେ…

କରୋନା ଯୋାଦ୍ଧାଙ୍କୁ ସେନାର ସଲାମ,…

ନୂଆଦିଲ୍ଲୀ: କରୋନା ଯୋଦ୍ଧାଙ୍କୁ ସମ୍ମାନ। କରୋନା ଯୋଦ୍ଧାଙ୍କୁ ସଲାମ୍‌ କରୁଛି ସାରା ଭାରତ। ଏହାରି ମଧ୍ୟରେ ଆଜି ଦେଶର ୩ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦିଆଯାଉଛି। ଭାରତୀୟ ବାସୁସେନା ସୁଖୋଇ ପରି ଲଢାଖୁ ବିମାନ ଜରିଆରେ ଦେଶର ଅଲଗା ଅଲଗା ସ୍ଥାନରେ ଥିବା କୋଭିଡ ହସ୍ପିଟାଲ ଗୁଡିକରେ ଫୁଲର…

ସରକାର ଡାକ୍ତରଙ୍କ ସହିତ ରହିଛି:…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ। କରୋନା ଯୁଦ୍ଧ ମଧ୍ୟରେ ଆଜି ଗୃହମନ୍ତ୍ରୀ ଅମିତ ଶାହ ଡାକ୍ତର, ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ର ପ୍ରତିନିଧୀଙ୍କ ସହିତ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ଗୃହମନ୍ତ୍ରୀ ଅମିତ୍‌ ଶାହ କରୋନା ଯୋଦ୍ଧା ଡାକ୍ତରଙ୍କୁ ସୁରକ୍ଷା ଦେବା…