Odisha Link
Bridging the Missing Links in Odisha
Browsing Tag

Crocodile

ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର। ବ୍ୟକ୍ତି ଜଣଙ୍କ ନିଖୋଜ ଅଛନ୍ତି। ବ୍ୟକ୍ତିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ଏହି ଘଟଣା ଘଟିଛି। ଅମୃତମଣୋହି ପଞ୍ଚାୟତ ଜଗନ୍ନାଥପୁର ଗାଁର ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି।…

ନାଳରୁ ୬ଫୁଟର କୁମ୍ଭୀର ଉଦ୍ଧାର

ସୋର: ନାଳରୁ ଉଦ୍ଧାର ହେଲା ବିରାଟ କୁମ୍ଭୀର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ନିକଟରୁ ଛଅ ଫୁଟ ଲମ୍ବର ଏକ ବିରାଟ କୁମ୍ଭୀର ଉଦ୍ଧାର କରାଯାଇଛି। ମାଛ ମାରିବାକୁ ଯିବା ବେଳେ ଏହି କୁମ୍ଭୀର ଉଦ୍ଧାର କରିଥିଲେ ମତ୍ସଜୀବୀ। ମତ୍ସଜୀବୀ ନାଳରୁ କୁମ୍ଭୀର ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର…

ଗାଁ ଭିତରକୁ ପଶିଛି ବିରାଟ କୁମ୍ଭୀର,…

ଯାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲ୍ଲର ଦତ୍ତପୁର ଗାଁ ଜଳାର୍ଣ୍ଣବ ହୋଇପଡ଼ିଛି। ପ୍ରବଳ ବନ୍ୟା ଜଳରେ ଗାଁ ଭିତରକୁ ଏକ ବିରାଟ କୁମ୍ଭୀର ପଶିଆସିଛି। ବୈତରଣୀର ଶାଖା ନଦୀ କାଣି ନଦୀରୁ ଏକ ବିରାଟ କୁମ୍ଭୀର ଦତ୍ତପୁର ଗାଁକୁ ପଶିଆସିଛି। ଗାଁ ଦାଣ୍ଡରେ କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ…

ଗାଁରେ ବୁଲୁଛନ୍ତି କୁମ୍ଭୀର

ଜୟପୁର: ଗାଁରେ ଆତଙ୍କ ଖେଳାଇଛନ୍ତି କୁମ୍ଭୀର। ଗାଁ ନିକଟ ବନ୍ଧରେ କୁମ୍ଭୀର ବସା। ଆହାର ପାଇଁ ରାତିରେ ଗାଁରେ ବୁଲୁଛନ୍ତି। ଭୟରେ ରହିଛନ୍ତି ଗ୍ରାମବାସୀ। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲା କୁଣ୍ଡ୍ରା ବ୍ଲକର ବଗଡେରି ପଂଚାୟତରେ କୁମ୍ଭୀର ଆତଙ୍କ। ଗତ ୪ଦିନ ହେଲା ନିକଟ ନଦୀରୁ ଚାଲି ଆସି ସ୍କୁଲ…

ସ୍କୁଲ ହତାରୁ ଉଦ୍ଧାର ହେଲା କୁମ୍ଭୀର

ବୌଦ୍ଧ: ଦିନେ କିମ୍ବା ଦୁଇ ଦିନ ନୁହେଁ ଦୀର୍ଘ ୧୭ ଦିନ ଧରି ସ୍କୁଲ ପଛପଟରେ ଥିବା କୁମ୍ଭୀର ଉଦ୍ଧାର ହୋଇଛି। ଏମିତି ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବହିରା ଗାଁରେ। ସ୍କୁଲର ପଛପଟରେ ଥିବା ନାଳରେ କୁମ୍ଭୀରଟି ବୁଲିଥିଲା। ଯାହାକୁ ଦେଖି ଛାତ୍ରଛାତ୍ରୀ ଓ ଅଭିଭାବକ ଆତଙ୍କିତ ହୋଇପଡ଼ିଥିଲେ। ହେଲେ ୧୭ ଦିନ…

ଗାଧୁଆ ତୁଠରୁ ଯୁବକଙ୍କୁ ଟାଣିନେଲା…

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଯୁବକଙ୍କୁ ଟାଣି ନେଇଯାଇଛି କୁମ୍ଭୀର । ନଦୀ କୂଳରେ ଥିବା ଲୋକଙ୍କ ଆଗରେ ଟାଣିନେଲା କୁମ୍ଭୀର । କୁମ୍ଭୀର ଟାମିନେଇଥିବା ଯୁବକଙ୍କ ନାଁ ହେଉଛି କୁନା ବରାଳ । ତାଙ୍କ ଘର ଆଳି ଥାନା ଅନ୍ତର୍ଗତ ସାହୁପଡା ଗାଁରେ ।…