Odisha Link
Bridging the Missing Links in Odisha
Browsing Tag

CRPF

ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା, ନିଜ…

ଓଏଲ୍‌ ବ୍ୟୁରୋ : ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ସିଆରପିଏଫ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ସିଆରପିଏଫ ଯବାନ ହେଉଛନ୍ତି ପ୍ରସନ୍ନଜିତ ପାଳ। ସେ ପଶ୍ଚିମବଙ୍ଗର ବାସିନ୍ଦା। ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା…

ସିଆରପିଏଫ ମୁଖ୍ୟାଳୟକୁ ଧମକପୂର୍ଣ୍ଣ…

ନୂଆଦିଲ୍ଲୀ: ମୁମ୍ବାଇର ସିଆରପିଏଫ(ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ) ମୁଖ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏହି ଇ-ମେଲରେ ଲେଖାଯାଇଛି ଯେ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ବିପଦରେ ରହିଛି। ଏହା ସହିତ ସର୍ବସାଧାରଣ ସ୍ଥାନ, ମନ୍ଦିର ଏବଂ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ…

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ଦେଇଛି। ଶୋପିଆନର କୁଟପୋରା ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ନେଇ ଖବର ମିଳିଥିଲା। ଖବର ପାଇ ସିଆରପିଏଫର ଏକ ଦଳ, ପୁଲିସ ଉକ୍ତ ଅଞ୍ଚଳରେ ତଲାସି ଆରମ୍ଭ…

ଝାଡଖଣ୍ଡରେ ୨ ଜଣ ସିଆରପିଏଫ ଯବାନ ସହିଦ

ରାଞ୍ଚି: ଝାଡ଼ଖଣ୍ଡରେ ସିଆରପିଏଫ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମୁତୟନ ହୋଇଥିବା ସିଆରପିଏଫ ଯବାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଏହି ପାଟିତୁଣ୍ଡ ଉଗ୍ରରୂପ ନେଇ ଗୁଳିକାଣ୍ଡ ଘଟିଥିଲା। ଯବାନମାନେ ପରସ୍ପରକୁ ଗୁଳିମାଡ଼…

ଗାନ୍ଧି ପରିବାରର ସୁରକ୍ଷା ଦାୟିତ୍ୱ…

ନୂଆଦିଲ୍ଲୀ: ଆଜିଠୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୁଅ ରାହୁଲ ଗାନ୍ଧି ଏବଂ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ବର୍ତ୍ତମାନ ସିଆରପିଏଫ୍ ପକ୍ଷରୁ ସୁରକ୍ଷା ଯୋଗାଇଦିଆଯିବ। ପୂର୍ବରୁ ଏସ୍‌ପିଜି ସୁରକ୍ଷା ରହିଥିଲା। କେନ୍ଦ୍ର ସରକାର ଏହି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଦେବା ପରେ ସୋମବାର…

ପୁଲଓ୍ବାମା ଆକ୍ରମଣ ପୁଣିଥରେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ପୁଲଓ୍ବାମା ଆକ୍ରମଣ। କାରଣ ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟ ପ୍ରକାଶ କରିଛି ସିଆର୍‌ପିଏଫ୍। ପ୍ରକାଶିତ ହୋଇଥିବା ଏହି ରିପୋର୍ଟରେ ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା କରିଛି ସିଆରପିଏଫ୍। ଏହି…