Odisha Link
Bridging the Missing Links in Odisha
Browsing Tag

custody

ଯବାନଙ୍କ ମୁକ୍ତି ପାଇଁ ସର୍ତ୍ତ ରଖିଲେ…

‌ରାୟପୁର: ଛତିଶଗଡ଼ ବିଜାପୁର ମାଓ ଆକ୍ରମଣ ପରେ ନିଖୋଜ ଥିବା କୋବ୍ରା ଯବାନ ରାକେଶ୍ୱର ସିଂହ ମାନହାସଙ୍କୁ ନକ୍ସଲ୍‌ମାନେ ଅପହରଣ କରି ନେଇଛନ୍ତି। ଏବଂ ତାଙ୍କର ମୁକ୍ତି ପାଇଁ ସେମାନେ ସର୍ତ୍ତ ମଧ୍ୟ ରଖିଛନ୍ତି। ଆଜି ନକ୍ସଲ୍‌ମାନେ ଯବାନ ରାକେଶ୍ୱରଙ୍କ ଫଟୋ ଜାରି କରିଛନ୍ତି। ମାଓବାଦୀ ମାନେ ଯବାନଙ୍କୁ…

ହାଜତ ଭିତରେ ଆତ୍ମହତ୍ୟା ଉଦ୍ୟମ

ପୁରୀ: ହାଜତରେ ଆତ୍ମହତ୍ୟା ଉଦ୍ୟମ। ହାଜତ ଭିତରେ ନିଜର ହାତ ଓ ବେକ କାଟିଛି ଅଭିଯୁକ୍ତ। ପୁରୀ ତାଳ ବଣିଆ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଅଭିଯୁକ୍ତର ପରିଚୟ ପୋଲିସ ସ୍ପଷ୍ଟ କରି ନାହିଁ। କେଉଁ କାରଣରୁ…

ଏନସିବି ହେପାଜତରେ ସୌଭିକ ଚକ୍ରବର୍ତ୍ତୀ ଓ…

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଆଜି ସକାଳୁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରେଡ଼୍ କରିଛି। ଡ୍ରଗ୍ସ ଲିଙ୍କ୍‌ ଅଭିଯୋଗରେ ମୁମ୍ବାଇ ପୁଲିସ ଓ ନାର୍କୋଟିକ୍ସ କଣ୍ଟ୍ରୋଲ…