Odisha Link
Bridging the Missing Links in Odisha
Browsing Tag

Cyclone Bulbul

୧୬ରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ବର: ୧୬ରୁ ପୁଣି ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ବଦଳିବ ଓଡ଼ିଶାର ପାଗ। ଏଥିସହ ରାତିର ତାପମାତ୍ରା ପୁଣିଥରେ ବଢ଼ିପାରେ । ବାତ୍ୟା ‘ବୁଲ୍‌ବୁଲ୍‌’ ସ୍ଥଳ ଭାଗକୁ ଛୁଇଁବା ପରେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି। ତାଙ୍କ କହିବାନୁଯାୟୀ,…

ସମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍ ନେଇ…

ଭୁବନେଶ୍ବର : ଆମେ ଏହି ସାବ ବାତ୍ୟା ଓ ବର୍ଷାକୁ ସାହାସର ସହିତ ମୁକାବିଲା କରିବା । ବିଶେଷ ଭାବରେ ଯୁବପିଢିମାେନ ଏହି ବିପଦ ଘଡିରେ ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାନ୍ତୁ ବୋଲି ସମ୍ଭାବ୍ୟ ବାତ୍ୟା ବୁଲ୍ ବୁଲ୍ ନେଇ ଟି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନ ଟ୍ବିଟରେ…

ଆଉ ୯୫ କିମି ଦୂରରେ ବୁଲ୍‌ବୁଲ୍

ଭୁବନେଶ୍ୱର: ବାତ୍ୟା ବୁଲବୁଲ ଏବେ ପାରାଦୀପ ଠାରୁ ୯୫ କିମି ଦୂରରେ ରହିଛି। ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ ବୁଲବୁଲ ଏବେ ଘଣ୍ଟାପ୍ରତି ୧୩ କିମି ବେଗରେ ଗତି କରୁଛି। ଆଜି ଅପରାହ୍ନ ୫ରୁ ରାତି ୧୦ ଟା ଭିତରେ ଲ୍ୟାଣ୍ଡଫଲ କରିପାରେ। ବୁଲବୁଲ ପୂର୍ବ ଉତ୍ତର ପୂର୍ବ…

ସ୍ଥଳଭାଗ ମୁହାଁ ସାମୁଦ୍ରିକ ବାତ୍ୟା…

ଭୁବନେଶ୍ବର: ଆଜି ପଶ୍ଚିମବଙ୍ଗ- ବାଂଲାଦେଶ ଉପକୂଳର ମଝିଦେଇ ସ୍ଥଳ ଭାଗକୁ ପ୍ରବେଶ କରିବ। ସୁନ୍ଦରବନର ଡେଲ୍ଟା ଅଞ୍ଚଳରେ ଏହା ସ୍ଥଳ ଭାଗରେ ପ୍ରବେଶ କରିବ ବୋଲି କୁହାଯାଉଛି। ଏହି ସମୟରେ ପବନର ବେଗ ୧୧୦-୧୨୦ ରହିବ ଏବଂ ଗଷ୍ଟିଂ ୱିଣ୍ଡ ସ୍ପିଡ୍ ପ୍ରାୟ ୧୩୫ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରାଯାଉଛି।…

ଅପରାହ୍ନରୁ ବଢ଼ିବ ପବନର ବେଗ: ଏସଆରସି

ଭୁବନେଶ୍ବର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଲା ‘ବୁଲବୁଲ’। ସୂଚନା ଅନୁଯାୟୀ ଏବେ ପାରାଦୀପଠାରୁ ୩୫୦ କିମି ଦୂରରେ ‘ବୁଲବୁଲ’ କେନ୍ଦ୍ରୀଭୂତ ରହିଛି ବୋଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଆଜି ଭୁବନେଶ୍ବରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ…

୫ ଦିନ ମଧ୍ୟରେ ସ୍ଥଳଭାଗ ଛୁଇଁବନି ବାତ୍ୟା

ଭୁବନେଶ୍ବର: ଆସନ୍ତା ୫ ଦିନ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବନି ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ଡିପ ଡିପ୍ରେସନଟି ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହେବ। କାଳକ୍ରମେ ଏହା ବଡ଼ ବାତ୍ୟାରେ ପରିଣତ ହେବା ସମ୍ଭାବନା…