Odisha Link
Bridging the Missing Links in Odisha
Browsing Tag

Cyclone Tauktae

ଆସୁଛି ବାତ୍ୟା ‘ତଉକ୍ତେ’, ଓଡ଼ିଶା ଉପରେ…

ଭୁବନେଶ୍ୱର: ଆସୁଛି ବାତ୍ୟା ‘ତଉକ୍ତେ’। ଆରବ ମହାସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ତଉକ୍ତେ’ ମେ ୧୪ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ। ପରେ ଏହା ବାତ୍ୟାର ରୁପ ନେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ଆସନ୍ତା ୧୬ ତାରିଖରେ ବାତ୍ୟାରେ ପରିଣତ ହେବ…

ଆରବ ସାଗରରେ ଆସିପାରେ ବାତ୍ୟା ‘ଟଉକଟାଏ’

ଆରବ ସାଗରରେ ଆସିପାରେ ବାତ୍ୟା ‘ଟଉକଟାଏ’ ନୂଆଦିଲ୍ଲୀ: ମେ’ ୧୬ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅବପାତ ପରେ ବାତ୍ୟାର ରୂପ ନେଇପାରେ। ଉତ୍ତର ଭାରତରେ ହେବାକୁ ଥିବା ବାତ୍ୟାର ନାମ ‘ଟଉକଟାଏ’…