Odisha Link
Bridging the Missing Links in Odisha
Browsing Tag

DCP

ଚଳିତ ବର୍ଷ ରାଜଧାନୀରେ ଫୁଟିବନି ବାଣ:…

ଭୁବନେଶ୍ବର: ଚଳିତ ବର୍ଷ ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ।ଏ ନେଇ ଆଜି ଭୁବନେଶ୍ବର ଡିସିପି ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି। ଡିସିପି କହିଛନ୍ତି, ନିୟମ ଉଲ୍ଲଂଘନ କରି ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଦୀପାବଳି ପାଳନ ନେଇ ସହରବାସୀଙ୍କୁ ସଚେତନ କରାଯାଇଛି। କରେନା…

ସନ୍ଧ୍ୟା ୭ଟା ସୁଦ୍ଧା ଡିସିପିଙ୍କୁ…

କଟକ: ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମାଲରେ ମୂର୍ତ୍ତି ତିଆରିର ସ୍ଥିତି ଜଣାଇବାକୁ ପୂଜା କମିଟିଗୁଡ଼ିକୁ ହୋଇକୋର୍ଟ ନିର୍ଦେଶ ଦେଇଛନ୍ତି। ମୂର୍ତ୍ତି ତିଆରିର ସ୍ଥିତି ଅନୁସାରେ ମୂର୍ତ୍ତିର ଉଚ୍ଚତାକୁ ଅନୁମତି ମିଳିବ। ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ…

ଗଣମାଧ୍ୟମକୁ ଅପିଲ କଲେ ଡିସିପି

ଭୁବନେଶ୍ବର: ଭୁବନେଶ୍ବର ନାବଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଏବେ ନୂଆ ମୋଡ଼ ନେଇଛି। ଗଣମାଧ୍ୟମରେ ଅଡିଓ ବାର୍ତ୍ତାଳାପ ପ୍ରସାରଣ ନେଇ ଡିସିପିଙ୍କ ଅପିଲ। ଏନେଇ ଗଣମାଧ୍ୟମକୁ ଅପିଲ କଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ। ସମ୍ବେଦନଶୀଳ ପ୍ରସଙ୍ଗ ଏସବୁ ବାହାରେ ବୁଲିବା ଠିକ ନୁହେଁ। ସମ୍ବେଦନଶୀଳ…

ଦାୟିତ୍ବ ଗ୍ରହଣ କଲେ ଭୁବନେଶ୍ୱର ଓ କଟକର…

ଭୁବନେଶ୍ବର: ଆଜି ଭୁବନେଶ୍ବର ଓ କଟକ ଡିସିିପି ଭାବେ ଉମାଶଙ୍କର ଦାସ ଏବଂ ପ୍ରତୀକ ସିଂହ ଦ୍ବାୟିତ୍ବ ଗ୍ରହଣ କରିଛନ୍ତି। ଭୁବନେଶ୍ଵର ଡିସିପି ଥିବା ଅନୁପ ସାହୁଙ୍କ ସ୍ଥାନରେ ପୁରୀ ଏସପି ଉମାଶଙ୍କର ଦାସଙ୍କୁ ନିଯୁକ୍ତ କରାଯାଇଥିବାବେଳେ କଟକ ଡିସିପି ଅଖିଳେଶ୍ଵର ସିଂହଙ୍କ ସ୍ଥାନରେ ପ୍ରତୀକ ସିଂହଙ୍କୁ…

ଭୁବନେଶ୍ୱର ଓ କଟକରେ ନୂଆ ଡିସିପି

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏହି ଅଦଳବଦଳରେ ଭୁବନେଶ୍ଵର ଏବଂ କଟକର ଡିସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଭୁବନେଶ୍ଵର ଡିସିପି ଥିବା ଅନୁପ ସାହୁଙ୍କ ସ୍ଥାନରେ ପୁରୀ ଏସପି ଉମାଶଙ୍କର ଦାସଙ୍କୁ ନିଯୁକ୍ତ କରାଯାଇଥିବାବେଳେ କଟକ ଡିସିପି ଅଖିଳେଶ୍ଵର…

ଶାହିନ୍‌ ବାଗ୍‌ ଗୁଳିକାଣ୍ଡ: ଡିସିପି…

ନୂଆଦିଲ୍ଲୀ: ଦିଲ୍ଲୀର ଶାହିନ୍‌ ବାଗ୍‌ରେ ହୋଇଥିବା ଗୁଳିକାଣ୍ଡର ବଡ଼ ଖୁଲାସା କରିଛି ଦିଲ୍ଲୀ ପୋାଲିସ୍। ପୋଲିସ୍‌ ସୂଚନା ଅନୁଯାୟୀ, ଦୋଷୀ କପିଲ ଗୁର୍ଜର ଆମ୍‌ ଆଦାମୀ ପାର୍ଟୀର ଜଣେ ସଦସ୍ୟ ବୋଲି କହିଛି। କେବଳ ଏତିକି ନୁହେଁ ଦୋଷୀଙ୍କ ପିତା ଗଜେ ସିଂହ ମଧ୍ୟ ଜଣେ ଆପ୍‌ର କାର୍ଯ୍ୟକର୍ତ୍ତା। ଏଥିସହିତ…

ଲାଠି ପରିବର୍ତ୍ତେ ଜାତୀୟ ସଙ୍ଗୀତକୁ…

ବେଙ୍ଗାଲୁରୁ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ହେଉଛି ବିକ୍ଷୋଭ ପ୍ରଦର୍ଶନ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ହେଉଛି। ଏପରିକି ଗୁଳି ଯାଏ ମଧ୍ୟ କଥା ଯାଉଛି। ହେଲେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଥମିବାର ନା ଧରୁନି। ହେଲେ ବେଙ୍ଗାଲୁରୁରେ ଜଣେ…

ଅଭିଯୁକ୍ତ ପୋଲିସ୍‌ ବନ୍ଧୁକ ଛଡ଼ାଇ…

ହାଇଦ୍ରାବାଦ୍: ରାତି ୪ଟାରେ ହାଇଦ୍ରାବାଦର ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସହିତ ଜଡ଼ିତ ୪ ଅଭିଯୁକ୍ତ ଏନକାଉଣ୍ଟରେ ନିହତ ହୋଇଛନ୍ତି। ପଚରାଉଚରା ପାଇଁ ନିଆଯାଇଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରିବାରୁ ପୋଲିସ ଏନକାଉଣ୍ଟର କରିଛି। ଫଳରେ ୪ ଅଭିଯୁକ୍ତ ନିହତ…