Odisha Link
Bridging the Missing Links in Odisha
Browsing Tag

Deadbody

ଜଙ୍ଗଲରୁ ମିଳିଲା ନିଖୋଜ ନାବାଳିକାଙ୍କ…

କଣ୍ଟାବାଞ୍ଜି: ସିନ୍ଧେକେଲା ଥାନା ଗୁଜିଚକା ଗାଁ ନିକଟ ଜଙ୍ଗଲରୁ ମିଳିଲା ମୃତଦେହ। ଘଟଣାସ୍ଥଳରେ ସିନ୍ଧେକେଲା ପୋଲିସ ଓ ବଲାଙ୍ଗୀର ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗତ ୨୪ ତାରିଖରୁ ନିଖୋଜ ଥିଲେ ନାବାଳିକା। ନାବାଳିକାକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ନାବାଳିକାର ବଡ଼…

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: ଜାତୀୟ ରାଜପଥ ୨୦ ରାମଚନ୍ଦ୍ରପୁର ଥାନା ମଛାଳ ଛକ ନିକଟରେ ରାସ୍ତା କଡରୁ ଜଣେ ଅଜଣା ମହିଳାଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୁତ୍ତ ହତ୍ୟାକରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ଏନେଇ ମୃତ…

ଜଙ୍ଗଲରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ

ପାଇକମାଳ: ବରଗଡ଼ ଜିଲ୍ଲାର ତେମରିମାଲ ଜଙ୍ଗଲରୁ ଆଜି ସକାଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ଆଜି ସକାଳେ ବରଗଡ଼ ଜିଲ୍ଲାର ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ତେମରିମାଲ ଜଙ୍ଗଲରେ ସ୍ଥାନୀୟ ଲୋକେ ଜଣେ…

ନଦୀରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ

ଯାଜପୁର: ବ୍ରାହ୍ମଣୀ ନଦୀରେ ଅଜଣା ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଯାଜପୁର ରାମଚନ୍ଦ୍ରପୁର ସେତୁ ନିକଟରେ ମୃତଦେହ ଭାସୁଥିବା ଦେଖିଥିଲେ ସ୍ଥାନୀୟଲୋକ । ମୃତଦେହ ଦେଖି ପୋଲିସକୁ ଖବର…

ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଖଡ଼ିଅଙ୍ଗ ଗାଁର ଏକ ଘର ଭିତରୁ ମହିଳାଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କର ନାମ ଅନସୂୟା ସିଂହ ବୋଲି ଜଣାଯାଇଛି। ଅନସୂୟା ସିଂହଙ୍କର ବୟସ ୫୨ ବର୍ଷ ବୋଲି ଜଣାଯାଇଛି। ଅନସୂୟାଙ୍କ ସ୍ବାମୀ ସୁରେନ୍ଦ୍ର ପ୍ରସାଦ ସିଂହଙ୍କ କହିବା ଅନୁଯାୟୀ…

ତିନିମାସ ଶିଶୁର ମୃତଦେହ ଉଦ୍ଧାର

କୋରାପୁଟ: ତିନି ମାସର ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା କୋରାପୁଟ ଜିଲ୍ଲା ଜୟପୁର ଦଶମନ୍ତପୁରରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଜୟପୁର ଦଶନମନ୍ତପୁରରେ ତିନି ମାସର ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ରାତିରେ ମାଆ କୋଳରୁ ନେଇ କେହି ଶିଶୁକୁ ହତ୍ୟା କରିଥିବା…

ରେଳଲାଇନ୍ କଡ଼ରୁ ଛାତ୍ରଙ୍କ ମୃତଦେହ…

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳରେ ଟ୍ରେନ ଲାଇନ କଡ଼ରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଟ୍ରେନ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଛାତ୍ର ଜଣକ ବୈଶିଙ୍ଗା ମାଛପଦା ଗୋପବନ୍ଧୁ ଶିକ୍ଷା ନିକେତନର ବୋଲି ଜଣାପଡ଼ିଛି। ସେ ଏଠାରେ ୧୦ମ ଶ୍ରେଣୀରେ ପଢୁଥିଲେ। ଭୋର…

ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ବଡବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ସେଡିଂ ବସ୍ତିର ଏକ ଘର ବାରଣ୍ଡାରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ୫୦ ବର୍ଷ ବୟସ୍କା ବାସନ୍ତୀ ନାଏକ। ମହିଳାଙ୍କ ମୁହଁରେ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହା ଏକ ହତ୍ୟାକଣ୍ଡ ସନ୍ଦେହ କରି ବଡବିଲ ପୋଲିସ, ମୃତକର ସ୍ବାମୀ…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ

ବଲାଙ୍ଗିର: କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ କଣ୍ଟାବାଞ୍ଜି ଅଞ୍ଚଳର କମଳ ବାଗ। ଖବର ପାଇ ଘଟଣାସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଆଶ୍ରମ ପଡ଼ାର ଆଶ୍ରମ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।…

ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

ସମ୍ବଲପୁର: ସମ୍ବଲପୁର ସହରର ମୁଦିପଡାରେ ତିନି ଦିନ ହେଲା ବନ୍ଦ ପଡିଥିବା ଏକ ଘରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରିଛି ପୋଲିସ। ଏହି ଭଡା ଘରେ ବାହାରପଟୁ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘରେ ରହୁଥିବା ଲୋକଙ୍କୁ ସ୍ଥାନୀୟ ଲୋକେ କିଛି ଦିନ ହେଲା ଦେଖିନଥିବା କହିଥିଲେ। ଏପରିକି ଦୁର୍ଗନ୍ଧ…