Odisha Link
Bridging the Missing Links in Odisha
Browsing Tag

Deadbody

ରେଳ ଧାରଣା ପାଖରୁ ମିଳିଲା ମା’ ଝିଅଙ୍କ…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ପୁଲିସ ସୀମା ଅନ୍ତର୍ଗତ ଅଭିମାନପୁର ଗ୍ରାମ ନିକଟରେ ଥିବା ରେଳ ଧାରଣାର ନିକଟରେ ଜଣେ ମହିଳା ଓ ଶିଶୁ କନ୍ୟାର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ରିପୋର୍ଟ ଆସିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଯଦିଓ ଟ୍ରେନରେ ଧକ୍କା ହେବା…

ବିଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ…

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ବଜ୍ରଗୁମା ଗାଁରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ମୃତକ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ହତ୍ୟା ପରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଘଟଣାସ୍ଥଳରେ…

ମାତ୍ର ଟଙ୍କାଏ ପାଇଁ ଚାଲିଗଲା ଜୀବନ,…

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସାର୍ଥା ବଜାରରେ ୧ ଟଙ୍କାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା କରାଯାଇଛି। ସିଗାରେଟ କିଣାକୁ ନେଇ ଏହି ହତ୍ୟାକାରଣ୍ଡ ହୋଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡକୁ କେନ୍ଦ୍ର କରି ସ୍ଥାନୀୟଲୋକେ ଗୁରୁବାର ରାସ୍ତାରୋକ କରିଛନ୍ତି। ମୃତକ ହେଲେ ସୁବାଷ ପାତ୍ର।…

ଚୂନପଥର ଖଣି ଧସି ଜଣେ ମୃତ

ରାଉରକେଲା: ଚୂନପଥରର ଖଣିରୁ ମାଟି ଧସି ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ହାତୀବାରି ଘରୋଇ କମ୍ପାନୀର ଅବ୍ୟବହୃତ ଚୂନପଥର ଖଣିରେ ଏହି ଅଘଟଣ ଘଟିଛି। ଚୂନପଥର ସଂଗ୍ରହ କରିବାକୁ ଯାଇଥିବାବେଳେ ମାଟି ଧସିଯାଇଥିଲା।

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

କଟକ: ବାଙ୍କୀ ବୈଦେଶ୍ବର ଥାନା ଅନୁଆରୀ ଗ୍ରାମ ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ସୁମୁଦ ଚନ୍ଦ୍ର ନାୟକ।ବାଙ୍କୀ ଦମକଳ ବାହିନୀ ବାହିନୀ ଦ୍ବାରା ତାଙ୍କୁ ଉଦ୍ଧାର କରିଛି। ଘଟଣା ସ୍ଥଳେ ବୈଦେଶ୍ବର ଥାନା ପୋଲିସ ପହଞ୍ଚି ତଦନ୍ତ ଚଲାଇଥିବା ବେଳେ ସେପଟେ ମୃତ ବୃଦ୍ଧ ଜଣକ ଘରୁ ଦୁଇଦିନ…

ହୋଟେଲରୁ ଉଦ୍ଧାର ହେଲା ମ୍ୟାନେଜରଙ୍କ…

ପୁରୀ: ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ସିଟି ରୋଡ୍‌ରେ ଥିବା ଏକ ହୋଟେଲରୁ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବସନ୍ତ ସେଠୀ। ତାଙ୍କ ଘର ପୁରୀର ବାଲି କପିଳେଶ୍ୱରପୁର ଅଞ୍ଚଳର ତରକୋର ଗାଁରେ। ସେ ଉକ୍ତ ହୋଟେଲ୍‌ର ମ୍ୟାନେଜର୍ ଥିଲେ। ପ୍ରକାଶ ଯେ, ଆଜି ସକାଳେ ବସନ୍ତଙ୍କ ମୃତଦେହ…

ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମାନଯୋଗଡ୍ୟାମ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ଖବର ପାଇ ଆଠମଲ୍ଲିକ ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, କିଶୋରନଗର ଅଞ୍ଚଳରେ ଥିବା ମାନଯୋଗଡ୍ୟାମ୍‌ ନିକଟରେ ଏକ ମୃତଦେହ ପଡିଥିବାର ସ୍ଥାନୀୟ ଲୋକ…

ପୁଣି ସାଇକେଲରେ ବୁହା ହେଲା ଶବ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗୁଡା ଗାଁରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା। କୁଷ୍ଠ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ସାଇକେଲରେ ବୁହା ହୋଇଛି। ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ କେହି ନଆସିବାରୁ ଶେଷରେ ସାଇକେଲରେ ବୁହା ହେଲା ଶବ।…

ନବଜାତକର ମୃତଦେହ ଉଦ୍ଧାର

ନୟାଗଡ଼: ଦିନକୁ ଦିନ କନ୍ୟା ଭ୍ରୁଣ ହତ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଆଜି ସକାଳେ ଭାପୁର ବ୍ଲକ୍‌ ଫତେଗଡ଼ ଥାନା ଅଧୀନ କରବର ଗାଁରେ ଏକ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା। ପଲଥିନରେ ବନ୍ଧାହୋଇ ନବଜାତକର ମୃତଦେହ ଭାସୁଥିବାର ଏକ ପୋଖରିରେ ଦେଖିବାକୁ ମିଳିଥିଲା । ପୋଲିସ ଖବର…

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସୁନାଖାନ ରେଳ ଧାରଣା ନିକଟରୁ ଜଣେ ଯୁବକଙ୍କର ମୃତଦେହ ମିଳିଛି । ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସୁନାଖାନ ରେଳ ଧାରଣା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ରାଜଗାଙ୍ଗପୁର ଲିପଲୋଇ ଅଞ୍ଚଳର ଦିଲ୍ଲୀପ ନାୟକ ।…