Odisha Link
Bridging the Missing Links in Odisha

ଚୂନପଥର ଖଣି ଧସି ଜଣେ ମୃତ

ରାଉରକେଲା: ଚୂନପଥରର ଖଣିରୁ ମାଟି ଧସି ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ହାତୀବାରି ଘରୋଇ କମ୍ପାନୀର ଅବ୍ୟବହୃତ ଚୂନପଥର ଖଣିରେ ଏହି ଅଘଟଣ ଘଟିଛି। ଚୂନପଥର ସଂଗ୍ରହ କରିବାକୁ ଯାଇଥିବାବେଳେ ମାଟି ଧସିଯାଇଥିଲା।

Comments are closed.