Odisha Link
Bridging the Missing Links in Odisha
Browsing Tag

Deepika Padukone

ମୁମ୍ବାଇ ଅଭିମୁଖେ ଯାତ୍ରା କଲେ…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଆସିବା ପରେ ଗଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କୁ ପୁଲିସ ଗିରଫ କରିଥିଲା। ସେଠାରେ ସେ ଅନେକ ସେଲିବ୍ରେଟିଙ୍କ ଡ୍ରଗ୍ସ ଲିଙ୍କ ବିଷୟରେ ଖୋଲାସା କରିଥିଲେ । ରିୟା ଚକ୍ରବର୍ତ୍ତୀଙ୍କ ଫୋନରେ ହୋଇଥିବା ଚାଟ୍ ଉପରେ ଆଧାର କରି…

ଦୀପିକା ପାଦୁକୋନଙ୍କୁ ସମନ

ନୂଆଦିଲ୍ଳୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କରାଯାଇଛି। ଏନେଇ ଦୀପିକୋନଙ୍କୁ ସମନ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଦୀପିକା ପାଦୁକୋନଙ୍କ ସହ ଅନ୍ୟ ଅଭିନେତ୍ରୀଙ୍କୁ ମଧ୍ୟ ସମନ କରାଯାଇଛି। ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କାପୁରଙ୍କୁ ଏନସିବିର ସମନ। ଏହା ସହିତ ଅଭିନେତ୍ରୀ…

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍: ଆଜି…

ମୁମ୍ବାଇ: ବଲିଉଡ୍‌ରେ ଡ୍ରଗ୍ସ ରାକେଟ୍ ନେଇ ଏନ୍‌ସିବି ଜୋରଜାର ଖୋଳତାଡ଼ କରୁଛି। ଏନ୍‌ସିବିର ତଦନ୍ତରେ ବଲିଉଡର ଅନେକ ଲୋକ୍ରପ୍ରିୟ କଳାକାରଙ୍କ ନାମ ସାମନାକୁ ଆସିଛି। ଏଥିରେ  ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସମେତ ଶ୍ରଦ୍ଧା କପୁର, ସାରା ଅଲ୍ଲୀଖାନ୍‌ ଏବଂ ରକୁଲ ପ୍ରୀତ୍‌ ସିଂହ ନାଁ ଏବେ ସାମ୍ନାକୁ…

ଡ୍ରଗ୍ସ ଲିଙ୍କ୍‌ ନେଇ ଦୀପିକାଙ୍କ ନାଁ…

ମୁମ୍ବାଇ: ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନାକୁ ଆସିବା ପରେ ବଲିଉଡ଼ରେ ଜଣଙ୍କ ପରେ ଜଣଙ୍କର ଗୁମର ଖୋଲିବାରେ ଲାଗିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ୍‌କୁ ତଦନ୍ତ କରୁଛି ଏନ୍‌ସିବି। ଡ୍ରଗ୍ସ ଲିଙ୍କ୍‌ ନେଇ ଶ୍ରଦ୍ଧା କପୁର, ରକୁଲ ପ୍ରୀତ…

ଡ୍ରଗ୍ସ ଲିଙ୍କ୍‌: ଏନ୍‌ସିବି ଟାର୍ଗେଟରେ…

ନୂଆଦିଲ୍ଲୀ: ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଘଟଣା ସାମ୍ନାକୁ ଆସିବା ପରେ ବଲିଉଡ଼ରେ ଜଣଙ୍କ ପରେ ଜଣଙ୍କର ଗୁମର ଖୋଲିବାରେ ଲାଗିଛି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ୍‌କୁ ତଦନ୍ତ କରୁଛି ଏନ୍‌ସିବି। ତଦନ୍ତରେ ବଲିଉଡର ବହୁ ବଡ଼ ବଡ଼ ତାରକାଙ୍କ ନାମ…

ଦୀପିକା ଠାରୁ ଅନୀତା ହାସନନ୍ଦାନୀ…

ମୁମ୍ବାଇ : ପ୍ରେମ ଗୋଟିଏ ପବିତ୍ର ଶଦ୍ଦ । ପ୍ରେମକୁ କିଏ ଜିତି ଯାଏ ତ କିଏ ପାଏ ଧୋକା । ସିନେ ଜଗତରେ ଅନେକ ସେଲିବ୍ରେଟି ପ୍ରେମରେ ଧୋକା ପାଇଛନ୍ତି । ଦୀପିକା ଏବଂ ଅନୀତା ହାସନାନନ୍ଦୀଙ୍କ ପରି ଅନେକ ଅଭିନେତ୍ରୀମାନେ ପ୍ରେମରେ କୌଣସି କସର ଛାଡି ନଥିଲେ, ତଥାପି ପ୍ରତିବଦଳରେ ତାଙ୍କୁ ମିଳିଥିଲା ପ୍ରତାରଣା…

ଦୀପିକାଙ୍କ ରାମ ହେବେ ପ୍ରଭାସ

ମୁମ୍ବାଇ:  ଟଲିଉଡ଼ ଷ୍ଟାର ପ୍ରଭାସ ନିଜର ଭିନ୍ନ ଅଭିନୟର ଯାଦୁରେ ଲୋକର ମନକୁ କିଣି ନେଇଛନ୍ତି । ତାଙ୍କ ଅଭିନୀତ ସିନେମା ବାହୁବଳୀ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲେ ।  ବର୍ତ୍ତମାନ ସେ ଅନ୍ୟ ଏକ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି। ଏବେ ବିଭିନ୍ନ ମହଲରେ ସିନେମା ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା…

କାହିଁକି ଟ୍ରୋଲ ହେଲେ ଦୀପିକା ?

ମୁମ୍ବାଇ : ବଲିଉଡ ସୁନ୍ଦରୀ ନାୟିକା ଦୀପିକା ପାଦୁକୋନ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅଭିନୟ ସମସ୍ତ ଦର୍ଶକଙ୍କ ମନ କିଣି ନେଇଛି । ସାଧାରଣତଃ ଅଭିନେତା ଓ ଅଭିନେତ୍ରୀ ଅନେକ ସମୟରେ ଫଟୋ ଶୁଟ କରିଥାନ୍ତି ଏଥିପାଇଁ ତାଙ୍କୁ ଅନେକ ସମୟରେ ମଧ୍ୟ ଟ୍ରୋଲ ହେବାକୁ ପଡିଥାଏ । ନାୟିକା ଦୀପିକା…

ସାମ୍ନାକୁ ଆସିଲା ’83’ରେ…

ମୁମ୍ବାଇ: ରଣବୀର ସିଂହଙ୍କ ଅପ୍‌କମିଂ ଫିଲ୍ମ ‘83’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଫିଲ୍ମର ଲିଡ୍‌ ହିରୋଇନ୍‌ ଦୀପିକାଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ଦୀପିକା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି। ‘83’ ଫିଲ୍ମରେ ସେ ମହାନ କ୍ରିକେଟ୍‌ର କପିଲ୍‌ ଦେବଙ୍କ ପତ୍ନୀଙ୍କ…

ଡିସ୍କଭରୀ ଚ୍ୟାନେଲ୍‌ରେ ବିରାଟ-ଦୀପିକା

ମୁମ୍ବାଇ : ଡିସ୍କଭରୀ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଟିଭି ଶୋ 'ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ' ଲୋକ ପ୍ରିୟତା ହାସଲ କରିଛି । ଦର୍ଶକଙ୍କର ଏହି ଶୋ ପ୍ରତି ଉତ୍ସାହ ବଢ଼ିବାରେ ଲାଗିଛି । କିଛି ମାସ ତଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଶୋରେ ଦେଖିବାକୁ ମିଳିଥିଲା । ଏହା ପରେ…