ଆଜିଓ ବିଜ୍ନେସ୍ ପକ୍ଷରୁ…
ଭୁବନେଶ୍ୱର: ଦେଶରେ ଲାଗି ରହିଥିବା କୋଭିଡ୍-୧୯ ସ୍ଥିତିକୁ ବିଚାରକୁ ନେଇ ଆଜିଓ ବିଜନେସ୍ ପକ୍ଷରୁ ଏହାର ମେଗା ବାର୍ଷିକ ଟ୍ରେଡ୍ ସୋ’ ସମ୍ବନ୍ଦମକୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଉଥିବା ଘୋଷଣା କରାଯାଇଛି। ସମ୍ବନ୍ଦମ-ଡିଜିଟାଲ୍ ଉତ୍ସବ ୨୦୨୦ ଭାବେ ଶୁଭାରମ୍ଭ ହୋଇଥିବା ଏହି ପ୍ରଥମ ଧରଣର ଟ୍ରେଡ୍ ସୋ’…