Odisha Link
Bridging the Missing Links in Odisha
Browsing Tag

doordarshan

ଆଜିଠାରୁ ଦୂରଦର୍ଶନରେ ଯୁକ୍ତ ଦୁଇ ପାଠପଢ଼ା…

ଭୁବନେଶ୍ୱର : ଚଳିତ ବର୍ଷ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଆଜି ଠାରୁ ଦୂରଦର୍ଶନ (ଡିଡି ଓଡ଼ିଆ ଚ୍ୟାନେଲ୍‌)ରେ ଶିକ୍ଷା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ବାଣିଜ୍ୟ ଓ କଳା ବିଭାଗ…

‘ରାମାୟଣ’: ରଚିଲା ଇତିହାସ,…

ନୂଆଦିଲ୍ଲୀ: ଏପ୍ରିଲ ୧୪ ଯାଏ ପୁରା ଦେଶ ଲକ୍‌ ଡାଉନ୍। ଏହି ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏବେ ଘର ରହିବାକୁ ଜନସାଧାରଣଙ୍କୁ କହିଛନ୍ତି ସରକାର। ଲକଡାଉନ ସମୟରେ ଟିଭି ଦର୍ଶକଙ୍କ ପାଇଁ ୮୦ ଓ ୯୦ ଦଶକର କିଛି ସୁପରହିଟ୍‌ ଟିଭି କାର୍ଯ୍ୟକ୍ରମକୁ ପୁନରାବୃତ୍ତି ଟେଲିକାଷ୍ଟ କରିବା ପାଇଁ…

ଲକଡାଉନ: ଟେଲିଭିଜନର ସୁବର୍ଣ୍ଣ ଯୁଗ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ ଡାଉନ ହୋଇଛି। ଲକଡାଉନ ସମୟରେ ଦେଶବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର। ଫଳରେ ଅଧିକାଂଶ ଲୋକ ଘରେ ରହିବାର ଦେଖା ଯାଉଛି। ଏଥିପାଇଁ ଲକଡାଉନ ଅବଧିରେ ଲୋକମାନଙ୍କର ଘରେ ରହଣୀକୁ ଅଧିକ ଉପଭୋଗ୍ୟ…

ସାଉଣ୍ଡ ରେକର୍ଡିଷ୍ଟ ବିଶ୍ୱରଞ୍ଜନ…

ଭୁବନେଶ୍ୱର : ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରରେ କାର୍ଯ୍ୟରତ ବରିଷ୍ଠ ସାଉଣ୍ଡ ରେକର୍ଡିଷ୍ଟ ବିଶ୍ୱରଞ୍ଜନ ଚୌଧୁରୀ ଅବସର ଗ୍ରହଣକରିଛନ୍ତି । ଦୂରଦର୍ଶନ କେନ୍ଦ୍ରରେ ଅନୁଷ୍ଠିତ ଏକ ସଭାରେ ଶ୍ରୀ ଚୌଧୁରୀଙ୍କୁ ଅବସରକାଳୀନ ସଞ୍ଚର୍ଦ୍ଧନା ଜ୍ଞାପନ କରାଯାଇ ତାଙ୍କର ଅବସରୋତ୍ତର ସଫଳ ଜୀବନ କାମନା କରାଯାଇଛି…