ବିଦ୍ୟୁତ ତାର ଲାଗିବାରୁ ଚାଲିଗଲା…
ଓଏଲ୍ ବ୍ୟୁରୋ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ୧୧ କେଭି ତାରରେ ଚାଲିଗଲା ଜୀବନ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ନଛିମପୁର ପଂଚାୟ ର ଅମ୍ବାଳିଅଠା ଗ୍ରାମରେ ଅଘଟଣ…