Odisha Link
Bridging the Missing Links in Odisha
Browsing Tag

Economy Package

ଗରିବମାନେ ଋଣ ନୁହେଁ, ନଗଦ ଟଙ୍କା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ସାରାଦେଶ ଲକ୍‌ଡାଉନ୍। ଏଥିଯୋଗୁଁ ବହୁ ଲୋକ ସମସ୍ୟାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି। ଜନତାଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହି ଟଙ୍କାକୁ ସିଧାସଳଖ ନୁହେଁ ବରଂ ଋଣ…

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା…

ନୂଆଦିଲ୍ଲୀ: ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୩ୟ ପର୍ଯ୍ୟାୟ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ରରିପେକ୍ଷୀରେ ମତ୍ସ୍ୟ ଚାଷ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ମାଛ ଚାଷକୁ ପ୍ରୋତ୍ସାହନ ଦେବାକୁ ଅର୍ଥମନ୍ତ୍ରୀ କରିଛନ୍ତି ସ୍ୱତନ୍ତ୍ର ଘୋଷଣା।…

ନିର୍ମଳାଙ୍କ ଋଣ ପେଡ଼ି: କୃଷି ଭିତ୍ତିଭୂମି…

ନୂଆଦିଲ୍ଲୀ: ଗତକାଲି ଭଳି ଆଜି ମଧ୍ୟ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୩ୟ ପର୍ଯ୍ୟାୟ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଆଜି କୃଷି କ୍ଷେତ୍ର ଓ କୃଷକ ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ଘୋଷଣା…

ମୋଦି ସରକାରଙ୍କ ପଦକ୍ଷେପ ଗରିବଙ୍କ ପ୍ରତି…

ନୂଆଦିଲ୍ଲୀ: ଦେଶର ନାଗରିକ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ଆଜି ନିଆଯାଇଥିବା ପଦକ୍ଷେପରୁ ମୋଦି ସରକାରଙ୍କ ଗରିବଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ପ୍ରତିଫଳିତ କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦ୍ୱିତୀୟ ଦିନରେ କେନ୍ଦ୍ର…

କୃଷକ, ପ୍ରବାସୀ ଶ୍ରମିକ ଓ ଛୋଟ…

ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ ଓ ଛୋଟ କୃଷକ ମାନଙ୍କ ପାଇଁ ଯେଉଁ ସହାୟତା ଘୋଷଣା କରିଛନ୍ତି, ଏହା ସେମାନଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରିବାରେ ବଡ ପଦକ୍ଷେପ ବୋଲି କହିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ…

ନିର୍ମଳାଙ୍କ ଋଣ ପେଡ଼ି: କ୍ଷୁଦ୍ର…

ନୂଆଦିଲ୍ଲୀ: ଗତକାଲି ପ୍ରଥମ ପର୍ଯ୍ୟାରେ MSME ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ। ଗତକାଲି ଭଳି ଆଜି ମଧ୍ୟ ଅପରାହ୍ନ ୪ଟା ସମୟରେ ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୨ୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀଙ୍କ ପରେ…