Odisha Link
Bridging the Missing Links in Odisha
Browsing Tag

Flood Water

ହୀରାକୁଦ ଡ୍ୟାମ୍‌ର ୧୨ଟି ଗେଟ୍ ଦେଇ…

ସମ୍ବଲପୁର: ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏବେ ବିପଦ ସଂକେତ ନିକଟତର ହୋଇଛି। ଜଳଭଣ୍ଡାରର ଜଳସ୍ତର ୬୧୫.୪୧ ଫୁଟ୍ ରହିଛି। ଜଳସ୍ତର ବୃଦ୍ଧି ଯୋଗୁଁ ଡ୍ୟାମ୍ ର ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ଲକ୍ଷ ୨୭ ହଜାର ୧୨ କ୍ୱିସେକ ଜଳ…

ବିପଦ ସଙ୍କେତ ତଳେ ରାଜ୍ୟର ସମସ୍ତ ନଦୀର…

ଭୁବନେଶ୍ବର : ମହାନଦୀର ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ ବନ୍ୟା ଭୟ ଟଳିଯାଇଛି। ରାଜ୍ୟର ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ପଶ୍ଚିମ ଓଡିଶାରେ ଏବଂ…

ବନ୍ୟାରେ ଧୋଇଗଲା ଏପ୍ରୋଚ୍ ରୋଡ୍

ରାୟଗଡା : ଗତକାଲି ରାତିରେ ବନ୍ୟାପାଣି ଆସିବା ଯୋଗୁଁ ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁରର ପୁରୁଣା ପୋଲର ଏପ୍ରୋଚ୍ ରୋଡ୍ ଧୋଇଯାଇଛି। ଫଳରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଗାଡି ଚଳାଚଳ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର…