Odisha Link
Bridging the Missing Links in Odisha
Browsing Tag

Ghaziabad

ବ୍ଲାକ୍‌ ଓ ଧଳା ଫଙ୍ଗସ୍‌ ପରେ ଏବେ…

ଗାଜିଆବାଦ: ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରୁଥିବା ମହାମାରୀ ବ୍ଲାକ୍‌ ଫଙ୍ଗସ୍‌ ଚିନ୍ତା ବଢାଇଛି। ବ୍ଲାକ୍ ଫଙ୍ଗସ୍‌ ପରେ ହ୍ୱାଇଟ ଫଙ୍ଗସ୍‌ ଦେଖା ନେଇଥିବା ବେଳେ ବର୍ତ୍ତମାନ ଗାଜିଆବାଦରେ ହଳଦିଆ ଫଙ୍ଗସର ପ୍ରଥମ ମାମଲା ସାମ୍ନାକୁ ଆସିଛି। ENT ବିଶେଷଜ୍ଞ ବି.ପି ଟାୟାଗି ଦାବି କରିଛନ୍ତି…

ପାଟିରେ ଫେବିକ୍ୱିକ୍ ଲଗାଇ ତିନିଲକ୍ଷ…

ଗାଜିଆବାଦ : ନୂଆ ନୂଆ ଉପାୟ ଲମ୍ବନ କରି ଲୁଟୁଛନ୍ତି ଲୁଟେରା। ଗାଜିଆବାଦର ଜଣେ ଇଲେକ୍ଟ୍ରିକ ବ୍ୟବସାୟୀଙ୍କ ଘରେ ହୋଇଛି ଲୁଟ। ଘର ଭିତରେ ଲୁଟେରା ମାନେ ପ୍ରଥମେ ମହିଳାଙ୍କୁ ବନ୍ଧକ କରି ୧୨ ବର୍ଷର ପୁଅ ପାଟିରେ ଫେବିକ୍ୱିକ୍ ଲଗାଇ ଦେଇଥିଲେ। ପ୍ରକାଶ ଯେ, ଶାସ୍ତ୍ରୀନଗର ବି ବ୍ଲକର ୧୭୪ ନମ୍ବର ଘରେ…

ଔଷଧ ତିଆରି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ,…

ଗାଜିଆବାଦ: ଉତ୍ତରପ୍ରଦେଶରେ ଏକ ଔଷଧ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ସାହିବାବାଦ ଶିଳ୍ପାଞ୍ଚଳର ୪ର୍ଥ ସାଇଟ୍‌ରେ ଡାକ୍ତରୀ ସରଞ୍ଜାମ ଉତ୍ପାଦନ କରୁଥିବା ଏକ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପ୍ରାୟତଃ ୧୪ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସମସ୍ତ…

୧୪ ଦିନର ଛୁଆକୁ ଧରି ଅଫିସ୍ ଆସିଲେ…

ଗାଜିଆବାଦ: ୧୪ ଦିନର ଛୁଆକୁ ଧରି ଅଫିସ୍ ଆସିଲେ ଆଇଏଏସ୍ ଅଧିକାରୀ। ମ୍ୟାଟରନିଟି ଲିଭ୍ ସତ୍ତ୍ୱେ କାମରେ ଯୋଗ ଦେଲେ ଆଇଏଏସ୍ ଅଧିକାରୀ ସୌମ୍ୟା ପାଣ୍ଡେ। ଆଇଏଏସ୍ ଅଫିସରଙ୍କ ଏଭଳି କର୍ତ୍ବ୍ୟପରାୟଣତାକୁ ଏକ ନୂଆ ଉଦାହରଣ ସୃଷ୍ଟି କରିଛି। କୋଭିଡ-୧୯ର ସଙ୍କଟ ସମୟରେ ବହୁ ପୁଲିସ୍‌ ପ୍ରଶାସନ ସ୍ୱାସ୍ଥ୍ୟକର୍ମୀ,…

ଗାଜିଆବାଦ ବାଣ କାରଖାନାରେ ଅଗ୍ନିକାଣ୍ଡ:…

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଉତ୍ତର ପ୍ରଦେଶର ଗାଜିଆବାଦର ମୋଦି ନଗରରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଆଜି ଅପରାହ୍ନରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ହୋଇଥିଲା। ଫଳରେ ଖବର ଲେଖା ହେବା ଯାଏଁ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହାତ ହୋଇଥିବା ଖବର ପ୍ରକାଶ ପାଇଛି। ଏଥିସହିତ କାରଖାନା…

ଭାରତରେ କରେନା ଆକ୍ରାନ୍ତ ସଂଖ୍ୟା ୩୦କୁ…

ନୂଆଦିଲ୍ଲୀ: ଚାଇନା ପରେ ଏବେ ଭାରତରେ କରୋନା ଏହାର କାୟା ବିସ୍ତାର କରୁଛି। ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସୁଦ୍ଧା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୨୯ ଥିବା ବେଳେ ଆଜି ଏହା ୩୦କୁ ବୃଦ୍ଧି ପାଇଛି। ଆଜି ଉତ୍ତର ପ୍ରଦେଶର ଗାଜିଆବାଦରେ ଆଉ ଜଣେ ବ୍ୟକ୍ତି କରୋନା ଭାଇରସରେ…