Odisha Link
Bridging the Missing Links in Odisha
Browsing Tag

Gita Mehta

କରୋନା : ପଞ୍ଜୀକୃତ ହେଲେ…

ଭୁବନେଶ୍ବର: ସାରା ବିଶ୍ବରେ କରୋନାର ଭୟ ସୃଷ୍ଟି ହୋଇଛି। କରୋନା ଭାଇରସ୍ ନେଇ କରାଯାଇଥିବା ସରକାରୀ ପୋର୍ଟାଲରେ ଉଭଣୀ ଗୀତା ମେହଟ୍ଟାଙ୍କ ପାଇଁ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହଟ୍ଟା ବିଦେଶରୁ ଫେରିଥିଲେ। ସେ ବିଦେଶରୁ ଫେରିବା ପରେ…

ନବୀନ ପଟ୍ଟନାୟକଙ୍କ ଭିଣୋଇ ସନ୍ନୀ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ (ଭଉଣୀ ଗୀତାଙ୍କର ସ୍ବାମୀ) ସନ୍ନୀ ମେହେଟାଙ୍କର ପରଲୋକ ହୋଇଯାଇଛି। ବିଶ୍ବର ଜଣେ ପ୍ରସିଦ୍ଧ ପ୍ରକାଶକ ଓ ସଂପାଦକ ଭାବେ ଜଣାଶୁଣା ସନ୍ନୀ ଆଲଫ୍ରେଡ୍‌ ଏ ନଫ୍‌ ପ୍ରକାଶନ ସଂସ୍ଥାର ମୁଖ୍ୟ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା…