Odisha Link
Bridging the Missing Links in Odisha
Browsing Tag

GoAir

ଶସ୍ତା ହେଲା ବିମାନ ଯାତ୍ରା: ଟିକେଟର…

ନୂଆଦିଲ୍ଲୀ : ଯାତ୍ରୀଙ୍କ ପାଇଁ ଏୟାରଲାଇନ୍ସର ଅଫର ଆଣିଛି। ଗୋଏୟାର ଶସ୍ତାରେ ବିମାନ ସେବା ଆରମ୍ଭ କରିଛି। ଏହି ଅଫର ଜାନୁଆରୀ ୨୨ ତାରୁଖରୁ ଆରମ୍ଭ ହୋଇଛି। ଅଫର ଅନୁସାରେ ବିମାନ ଟିକେଟ ଦାମ ୮୫୯ ଟଙ୍କାରେ ଆରମ୍ଭ ହେବ। ଜାନୁଆରୀ ୨୨ ରୁ ମାର୍ଚ୍ଚ ୩୧ ତାରିଖ ଯାତ୍ରା ଅବଧି ମଧ୍ୟରେ ଅଫର୍ ଅନୁସାରେ ବୁକ…

ମୋଦିଙ୍କ ବିରୋଧରେ ଟ୍ୱିଟ୍ କରି ପାଇଲଟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ କରିବା ଜଣେ ପାଇଲଟଙ୍କୁ ମହଙ୍ଗା ପଡ଼ିଛି। ମୋଦିଙ୍କୁ ନେଇ ଟ୍ୱିଟ କରିଥିବାରୁ ତାଙ୍କୁ ଗୋ ଏୟାର ଚାକିରିରୁ ବହିଷ୍କୃତ କରିଛି। ଜାନୁଆରୀ ୭ରେ ପାଇଲଟ ଜଣଙ୍କ ମୋଦିଙ୍କ ବିଷୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଟ୍ୱିଟ୍ କରିଥିଲେ।…