Odisha Link
Bridging the Missing Links in Odisha
Browsing Tag

Government Employee

ଭିଜିଲାନ୍ସ ପଞ୍ଝାରେ ସରକାରୀ…

ଓଏଲ୍ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସରକାରୀ କର୍ମୀ । ରୂପା ଗ୍ଲାସରେ ପାଣି ପିଉଥିଲେ ନାମିଦାମୀ ଘଣ୍ଟା ପିନ୍ଧୁଥିଲେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଭିଜିଲାନ୍ସ ଆୟ ବର୍ହିଭୁତ ସମ୍ପତି ଠୁଲ ଅଭିଯୋଗରେ ଚଢ଼ାଉ କରିଛି । ଭିଜିଲାନ୍ସ ଚଢାଉ ବେଳେ ନଗଦ ଟଙ୍କା ସହ ବିଭିନ୍ନ ରକମର ସୁନା ରୂପା ଅଳଙ୍କାର…

ବଦଳିଲା ସରକାରୀ କର୍ମଚାରୀଙ୍କ ପଦୋନ୍ନତି…

ଭୁବନେଶ୍ୱର: ବଦଳିଲା ସରକାରୀ କର୍ମଚାରୀଙ୍କ ପଦୋନ୍ନତି ନିୟମ। ଏଣିକି ପ୍ରତିବର୍ଷ ଡିସେମ୍ବର ମାସରେ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବା ଲାଗି ରାଜ୍ୟ ସରକାର ପ୍ରଚଳିତ ଆଇନ୍‌ରେ ବିଧିବଦ୍ଧ ପରିବର୍ତ୍ତନ ଆଣିଛନ୍ତି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…