Odisha Link
Bridging the Missing Links in Odisha
Browsing Tag

green signal

ଟ୍ରାକ୍ଟର ରାଲିକୁ ମିଳିଲା ଗ୍ରୀନ୍‌…

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିକୁ ମଳିଲା ଅନୁମତି। କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲି କରିବା ପାଇଁ ଚେତାବନୀ ଦେଇଥିଲେ। ଚାଷୀ ସଂଗଠନ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବା ପାଇଁ ଦିଲ୍ଲୀ ପୋଲିସ ନିକଟରେ ଆବେଦନ କରିଥିଲେ। ତେବେ ଏହାକୁ ଲିଖିତ ଅନୁମତି…

ମା’ ବିରଜାଙ୍କ ରଥଯାତ୍ରାକୁ ହାଇକୋର୍ଟଙ୍କ…

ଭୁବନେଶ୍ୱର: ହାଇକୋର୍ଟରେ ମା’ ବିରଜାଙ୍କ ସିଂହ ଧ୍ୱଜ ରଥଯାତ୍ରା ନେଇ ମାମଲା ପ୍ରସଙ୍ଗରେ ମିଳିଛି ସବୁଜ ସଙ୍କେତ। ରଥଯାତ୍ରାକୁ ଆଜି ଅନୁମତି ଦେଇଛନ୍ତି ହାଇକୋର୍ଟ।ଆସନ୍ତା ନଭେମ୍ବର ମାସ ୧୭ରୁ ୨୪ ତାରିଖ ଯାଏଁ ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ସମସ୍ତ କୋଭିଡ ନିୟମ ମାନି ରଥଯାତ୍ରା କରାଇବା…

ଜେଇ ଓ ନିଟ୍ ପରୀକ୍ଷାକୁ ସବୁଜ ସଙ୍କେତ, ୬…

ନୂଆଦିଲ୍ଲୀ: ଆଜି ଜେଇ ଓ ନିଟ୍ ପରୀକ୍ଷା ବିଳମ୍ବ ନେଇ ଦାୟର ହୋଇଥିବା ମାମଲାରୁ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଶୁଣାଣି କରି ଜେଇ ଓ ନିଟ୍ ପରୀକ୍ଷାକୁ ସବୁଜ ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ। ଠିକ୍‌ ସମୟରେ ଜେଇ ଓ ନିଟ୍ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତମାସରେ…

ବିନା ଶ୍ରଦ୍ଧାଳୁରେ କଟକରେ ଦୁର୍ଗା…

କଟକ : କଟକରେ ଦୁର୍ଗାପୂଜାକୁ ମିଳିଲା ଅନୁମତି। ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା। ବିନା ଶ୍ରଦ୍ଧାଳୁରେ ପୂଜା କମିଟି ଗୁଡିକ ଦୁର୍ଗାପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମାତ୍ର  ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ। ମନ୍ଦିରରେ ପୂଜା ପାଇଲା ପରି ମଣ୍ଡପରେ ପୂଜା ପାଇ…