Odisha Link
Bridging the Missing Links in Odisha
Browsing Tag

Gujarat Returnee

ରାଜ୍ୟରେ ଅଧାରୁ ଅଧିକ କରୋନା ଆକ୍ରାନ୍ତ…

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣ ବ୍ୟକ୍ତିଙ୍କ ଠାରେ କରୋନା‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୩୮ ଜଣ ହେଉଛନ୍ତି ଗୁଜରାଟ ଫେରନ୍ତା। ଆଜି ସୁଦ୍ଧା ରାଜ୍ୟରେ ମୋଟ ୪୩୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୨୨୩ ଜଣ ଗୁଜରାଟ ଫେରନ୍ତା ଅଛନ୍ତି। ଗଂଜାମରେ…

କରୋନା: ୧୭୨ ଗୁଜରାଟ ଫେରନ୍ତା ଆକ୍ରାନ୍ତ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୮୩ ଜଣ ବ୍ୟକ୍ତିଙ୍କ ଠାରେ କରୋନା‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୬୧ ଜଣ ହେଉଛନ୍ତି ଗୁଜରାଟ ଫେରନ୍ତା। ଗତକାଲି ସୁଦ୍ଧା ରାଜ୍ୟରେ ୧୧୧ ଜଣ ଗୁଜରାଟ ଫେରନ୍ତା କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ଏହ ସଂଖ୍ୟା ୧୭୨ରେ ପହଞ୍ଚିଛି।…

ନୟାଗଡ଼ରେ ଗୁଜରାଟ ଫେରନ୍ତା କରୋନା…

ଭୁବନେଶ୍ବର: ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ୪୦ ବର୍ଷୀୟ ଏହି ଆକ୍ରାନ୍ତ ଜଣକ ଗୁଜରାଟର ସୁରତରୁ ଫେରିଥିଲେ ଓ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହୁଥିଲେ। ପଡ଼ୋଶୀ ଗଂଜାମ ଜିଲ୍ଲା ଗୁଜରାତ ଫେରନ୍ତା କରୋନା ଆକ୍ରାନ୍ତଙ୍କ ହଟସ୍ପଟ୍‌ ପାଲଟିଥିବା ବେଳେ ଏବେ ନୟାଗଡ଼କୁ ମଧ୍ୟ ଏହା…

କରୋନା: ୩୯ ଜଣ ଗୁଜୁରାଟ ଫେରନ୍ତା…

ଭୁବନେଶ୍ବର: ରାଜ୍ୟରେ ୩୦ ହଜାରରୁ ଅଧିକ ଗୁଜୁରାଟ ଫେରନ୍ତା ଏବେ ବିଭିନ୍ନ କ୍ବାରାଣ୍ଟିନ୍‌ ସେଣ୍ଟରରେ ଥିବା ବେଳେ ଏଯାବତ ଏମାନଙ୍କ ମଧ୍ୟରୁ ୩୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ସରକାର ସୂଚନା ଦେଇଛନ୍ତି। ମାତ୍ର ୫ ଦିନ ମଧ୍ୟରେ ୩୯ ଗୁଜରାଟ ଫେରନ୍ତା ଆକ୍ରାନ୍ତ ହୋଇଥିବା ବେଳେ କେବଳ ଗଞ୍ଜାମରେ ୨୮ ଜଣ…