ପେନ୍ ଇନ୍ ବୁକ୍ସ ପ୍ରକାଶିତ ହରିହର…
ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଗଡ଼ଜାତ ଓ ଜମିଦାରୀ ଗଡ଼ରେ ଥିବା ରାଜପ୍ରାସାଦର ଇତିହାସ ଓ ବର୍ତ୍ତମାନର କାହାଣୀ ସମ୍ବଳିତ 'ରଜାଘର କଥା' ପୁସ୍ତକ ଆଜି ଅପରାହ୍ଣରେ ଉନ୍ମୋଚିତ ହୋଇଯାଇଛି। ହରିହର ପଣ୍ଡାଙ୍କ ଲିଖିତ ଏ ପୁସ୍ତକକୁ ପ୍ରକାଶ କରିଛନ୍ତି ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ।…