Odisha Link
Bridging the Missing Links in Odisha
Browsing Tag

Hathras

ପୁଣି ହାଥରସରେ ୪ ବର୍ଷ ଶିଶୁକୁ ଦୁଷ୍କର୍ମ

ହାଥରସ: ହାଥରସ ଗଣଦୁଷ୍କର୍ମ ମାମଲାରେ ଦେଶବ୍ୟାପି ଉତ୍ତେଜନା ଥମି ନ ଥିବା ବେଳେ ପୁଣି ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ହାଥରସ ଜିଲ୍ଲାର ଗୋଟିଏ ଗାଁର ୪ ବର୍ଷ ଶିଶୁକୁ ଦୁଷ୍କର୍ମ କରାଯାଇଛି। ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଏ ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର…

ସାଂସଦ ସଞ୍ଜୟ ସିଂଙ୍କୁ କାଳି ମାଡ଼

ଲକ୍ଷ୍ନୌ:  ହାଥରାସ ଘଟଣାକୁ ନେଇ କ୍ରମାଗତ ରାଜନୈତିକ ଆନ୍ଦୋଳନ ଚାଲିଛି। ତେବେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ପୀଡିତାଙ୍କ ପରିବାରକୁ ଭେଟିଥିଲେ। ସଞ୍ଜୟ ସିଂ ପରିବାରକୁ ଭେଟିବା ପରେ କହିଛନ୍ତି, ପରିବାର ସଦସ୍ୟ ଭୟଭୀତ ଅଛନ୍ତି। ସିବିଆଇ ତଦନ୍ତକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।…

ହାଥରସ ଧର୍ଷଣ ଘଟଣାର ସିବିଆଇ ତଦନ୍ତ…

ଲକ୍ଷ୍ନୌ: ଆଜି ପ୍ରବଳ ପ୍ରତିରୋଧ ସତ୍ତ୍ବେ ଉତ୍ତରପ୍ରଦେଶର ହାଥରସରେ ଧର୍ଷିତାଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରା। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ନ ମିଳିବା ଯାଏଁ କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି ପ୍ରିୟଙ୍କା ଗଣମାଧ୍ୟମକୁ କହିବାର କିଛି ସମୟ ପରେ…

ହାଥରସ୍‌ ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ…

ନୂଆଦିଲ୍ଲୀ: ନିର୍ଭୟାଙ୍କ ଦୋଷୀଙ୍କୁ ଫାଶିରେ ଝୁଲାଇଥିବା ପବନ ଜଲ୍ଲାଦ ହାଥରସ ଯାଇ ପାରନ୍ତି। ସେ ପୀଡିତ ପରିବାରଙ୍କୁ ଭେଟିବାକୁ ଚାହାନ୍ତି। ପବନଙ୍କ କହିବାନୁଯାୟୀ, ପୀଡିତାଙ୍କ ମୃତ୍ୟୁ ଖବର ଶୁଣି ସେ ମର୍ମାହତ। ସେ ନିଜ ବେଦନା ବଖାଣି କହିଛନ୍ତି ଯେ, ସେ ନିର୍ଭୟା ମାଙ୍କୁ ଦେଖିଛନ୍ତି। ସେ ସେହି…