Odisha Link
Bridging the Missing Links in Odisha
Browsing Tag

Health Secretary

ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ସ୍ଥିିତି ସଙ୍ଗୀନ ହେବାରେ ଲାଗିଛି। ଏଥିସହ ଟିକା ଅଭାବନେଇ ରାଜ୍ୟରେ ଶତାଧିକ ଟିକାକେନ୍ଦ୍ର ବନ୍ଦ ହେବାକୁ ବସିଲାଣି। ତେବେ ରାଜ୍ୟରେ ଟିକା ଅଭାବ ଅଭିଯୋଗ ନେଇ ଆଜି କେନ୍ଦ୍ର ମନ୍ତ୍ରୀ…

ସବୁ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ…

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ହାର ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। କୋରୋନା ନେଇ ଆକ୍ସନ ପ୍ଲାନ କରି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ମାସ୍କ, ସାନିଟାଇଜ ଓ ସାମାଜିକ…

ଦେଶରେ କରୋନା ମୃତ୍ୟୁହାର କମୁଛି:…

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁହାର କମୁଛି। ଆଜି ଦେଶରେ କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇ କହିଛନ୍ତି ଯେ, ଦେଶରେ ସଂକ୍ରମଣ ହାର କ୍ରମାଗତ ଭାବେ କମିବାରେ ଲାଗିଛି। ସେପ୍ଟେମ୍ବର ୧୬ରୁ ସେପ୍ଟେମ୍ବର୨୨ ମଧ୍ୟରେ ଦୈନିକ ସଂକ୍ରମଣ ୯୦,୩୪୬ ରହୁଥିଲା। କିନ୍ତୁ ଏବେ…

ଉଦାହରଣ: ବାପାଙ୍କ ମୃତ୍ୟୁ ସତ୍ତ୍ବେ…

ଭୁବନେଶ୍ବର: ସାରା ଦେଶ କରୋନା ଭୂତାଣୁ ସହ ଜୁଝୁଥିବା ବେଳେ କର୍ତ୍ତବ୍ୟନିଷ୍ଠାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଓଡ଼ିଶାର ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ। ରାଜ୍ୟରେ କରୋନା ପାଇଁ ସାରା ପ୍ରଶାସନ ଲାଗି ପଡ଼ିଥିବା ବେଳେ ଏହି ବରିଷ୍ଠ ଆଇଏଏସ୍‌ ଅଧିକାରୀ ସ୍ବାର୍ଥ ଭୁଲି କାର୍ଯ୍ୟରେ ଯୋଗଦେଇଛନ୍ତି। ଶ୍ରୀ…

କରୋନା ଆକ୍ରାନ୍ତଙ୍କୁ ମିଳିବ ମାଗଣା…

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଲୋକସଭା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକ କରାଯାଇଥିଲା। ଏହି ବୈଠକରେ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ଶେଷରେ ରାଜ୍ୟ…

କରୋନା ମୁକାବିଲା ପାଇଁ ସିଡିଏମ୍ଓଙ୍କ ସହ…

ଭୁବ‌ନେଶ୍ବର: କରୋନା ଭାଇରସ୍‌ର ମୁକାବିଲା ପାଇଁ ଆଜି ସବୁ ଜିଲ୍ଲାର ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ସଚିବ। କରୋନା ଭାଇରସ୍‌ ପାଇଁ ସମସ୍ତ ଜିଲ୍ଲା ମେଡିକାଲରେ କିପରି ଭାବରେ ପ୍ରସ୍ତୁତି ରହିଛି ଓ ଯଦି କରୋନା ଲକ୍ଷଣ କାହାଠାରେ ଦେଖାଦିଏ ତେବେ କିଭଳି ବ୍ୟବସ୍ଥା ଗ୍ରହଣ କରାଯିବ ସେ…