Odisha Link
Bridging the Missing Links in Odisha
Browsing Tag

heavy-fog

ଘନ କୁହୁଡି ପାଇଁ ଡ଼ଙ୍ଗା ଚଳାଚଳ ବନ୍ଦ

ଓଏଲ୍‌ ବ୍ୟୁରୋ : ଘନ କୁହୁଡି ଯୋଗୁଁ ମଝି ଚିଲିକାରେ ଡଙ୍ଗା ଫସି ରହିବା ପରେ ଡଙ୍ଗା ଚଳାଚଳକୁ ନେଇ କଟକଣା ଲାଗିଛି। କୁହୁଡ଼ି ନକମିବା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିବା ନେଇ ଏସଡିପିଓଙ୍କ ସୂଚନା। ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗା ଚଳାଚଳ ବନ୍ଦ। ସୂଚନା ଅନୁସାରେ, ଘନ କୁହୁଡ଼ି…

କୁହୁଡ଼ି ବଳୟରେ ସାରା ରାଜ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଘନ କୁହୁଡ଼ି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କୁହୁଡ଼ିର ଚାଦରରେ ଘୋଡ଼େଇ ହୋଇଛି ସାରା ରାଜ୍ୟ। ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଦୃଶ୍ୟମାନ ଦୂରତା ୧୦ରୁ ୧୫ ମିଟର ରହିଛି। ଫଳରେ ଯାନବାହାନ ଯାତାୟତରେ ବାଧାପ୍ରାପ୍ତ…

କାଲି ୯ ଜିଲ୍ଲାରେ ପଡ଼ିବ ଘନ କୁହୁଡ଼ି

ଭୁବନେଶ୍ୱର: ପୁଣି ରାଜ୍ୟରେ ଲାଗି ରହିଛି ଶୀତର ଲହରି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗରେ ସେପରି କୌଣସି ବଡ଼ଧରଣ ପରିବର୍ତ୍ତନର ହେବାର ସମ୍ଭାବନା ନାହିଁ। ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ।ହେଲେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତର ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଓ…

ଘନ କୁହୁଡ଼ିର ଆସ୍ତାରଣରେ ୮ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ରାସ୍ତା ଭଲ ଭାବରେ ଦେଖା ଯାଉନଥିବା ଯାତାୟାତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ଉପୁଜୁଛି। ତେବେ ଆସନ୍ତା ୩ ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି ଘନ କୁହୁଡ଼ି ଲାଗି ରହିବ। ଉପକୂଳ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି…