Odisha Link
Bridging the Missing Links in Odisha
Browsing Tag

IFS

ଅବସର ବେଉରିଆଙ୍କ ଦେହାନ୍ତ

ଭୁବନେଶ୍ୱର: ପୂର୍ବତନ ରାଷ୍ଟ୍ରଦୂତ, ସ୍ୱାଭିମାନୀ ଓଡ଼ିଆ, ବିଦେଶ ନୀତି ବିଶେଷଜ୍ଞ, ଜଣାଶୁଣା ସ୍ତମ୍ଭକାର ଓ ଲେଖକ ଅବସର ବେଉରିଆ ଆଉ ନାହାନ୍ତି। ବୁଧ-ଗୁରୁ ମଧ୍ୟରୀତ୍ରିରେ ୮୦ ବର୍ଷ ବୟସ୍କ ଅବସର ପ୍ରାଣ ହରାଇଛନ୍ତି। ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସହୀଦନଗର ସ୍ଥିତ…

ଗିରଫ ହେଲେ ପାଠକ ବାପ-ପୁଅ

ଭୁବନେଶ୍ୱର: ଗିରଫ ହେଲେ ବାପା ପୁଅ। ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭିଜିଲାନ୍ସ। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଉଭୟ ବାପା, ପୁଅ ହାଜର…

୪ ଆଇଏଫଏସଙ୍କୁ ପଦୋନ୍ନତି

ଭୁବନେଶ୍ବର: ରାଜ୍ୟର ୪ ଆଇଏଫଏସଙ୍କୁ ଅତିରିକ୍ତ ପିସିସିଏଫ୍‌ ପଦବୀକୁ ପଦୋନ୍ନତି କରାଯାଇଛି। ୧୯୮୯ ବ୍ୟାଚର ସୁଶାନ୍ତ ନନ୍ଦ ଏବଂ ଓମ୍‌ ପ୍ରକାଶ ସିଂହଙ୍କୁ ପଦୋନ୍ନତି ହୋଇଛି। ୧୯୯୦ ବ୍ୟାଚର ସୁରେଶ ପନ୍ଥ ଓ ୯୧ର ଲିଙ୍ଗରାଜ ଓତାଙ୍କୁ ପଦୋନ୍ନତି କରାଯାଇଛି।