Odisha Link
Bridging the Missing Links in Odisha
Browsing Tag

INDIAN ARMY

ଭାରତୀୟ ସେନା ସର୍ବଦା ପ୍ରସ୍ତୁତ:…

ନୂଆଦିଲ୍ଲୀ: ପଡ଼ୋଶୀ ପାକିସ୍ତାନ ଯଦି ଭାରତ ବିରୋଧରେ କୌଣସି ଦୁଃସାହସ କାର୍ଯ୍ୟ କରେ, ତେବେ ଏହାର ଉଚିତ୍‌ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି କହିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ। ବର୍ତ୍ତମାନ ଜମ୍ମୁ-କଶ୍ମୀରରୁ ଧାରା ଧାର ୩୭୦ ଉଚ୍ଛେଦ ହୋଇ ସାରିଛି। ଏହାକୁ ସହଜରେ ଗ୍ରହଣ…

ସୀମା ଜଗିବେ ଧୋନି

ନୂଆଦିଲ୍ଲୀ: ଆଜିଠୁ ସୀମାରେ ଡ୍ୟୁଟି କରିବେ ଆର୍ମି ଅଫିସର ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଆଜି ଆତଙ୍କବାଦ ବିରୋଧ ୟୁନିଟରେ ପ୍ରଥମ ଥର ପାଇଁ ସାମିଲ ହେବେ ଧୋନି। ଆଜି କାଶ୍ମୀରରେ ଅନ୍ୟ ସେନାମାନଙ୍କ ସହ କାର୍ଯ୍ୟରେ ଯୋଗଦେବେ ଧୋନି। ଆଗମୀ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଧୋନି ପାରା…

୨ ଆତଙ୍କବାଦୀ ନିହତ

ଶୋପିଆନ୍: ଜମ୍ମୁ କଶ୍ମୀରର ଶୋପିଆନରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ଏବେ ବି ଉଭୟ ପଟୁ ଫାୟାରିଂ ଚାଲିଛି। ଆଜି ସକାଳେ ସୋପିଆନର ବୋନା ବଜାର ଅଞ୍ଚଳରେ ଆତଙ୍କବାଦୀ ଲୁଚି…