Odisha Link
Bridging the Missing Links in Odisha
Browsing Tag

INDIAN ARMY

କରୋନା: ଜଣେ ଭାରତୀୟ ଯବାନ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀର ଜଣେ ଯବାନ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେନାବାହିନୀରେ କରୋନା ଆକ୍ରାନ୍ତ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଗତକାଲି ଯବାନ ଜଣଙ୍କ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଯବାନଙ୍କୁ ଅଲଗା ରଖାଯାଇ ତାଙ୍କ ଚିକିତ୍ସା ଚାଲିଛି। ସେନା ସୂତ୍ରରୁ ପ୍ରକାଶ ଯେ,…

ଭାରତୀୟ ସେନା ମେଜର ନିର୍ମାଣ କଲେ ବିଶ୍ବର…

ଲକ୍ଷ୍ନୌ: ଭାରତୀୟ ସୀମାରେ ଲଢୁଥିବା ଭାରତୀୟ ସେନାଙ୍କ ସୁରକ୍ଷାକୁ ନେଇ ଅଧିକ ଚିନ୍ତା ପ୍ରକଟ କରାଯାଏ। ପୂର୍ବରୁ ସେନାଙ୍କ ସୁରକ୍ଷା ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି କରାଯାଇଥିଲା। ଆଉ ଏବେ ବୁଲେଟ ପ୍ରୁଫ୍ ହେଲମେଟ୍ ନିର୍ମାଣ କରାଯାଇଛି। ଏହା ହେଉଛି ବିଶ୍ୱର ପ୍ରଥମ ବୁଲେଟ୍ ପ୍ରୁଫ୍ ହେଲମେଟ୍।…

ସିଏଜି ରିପୋର୍ଟ: ବରଫ ଅଂଚଳରେ ଯବାନଙ୍କୁ…

ନୂଆଦିଲ୍ଲୀ: ଦେଶକୁ ସୁରକ୍ଷା ଯୋଗାଇ ଦେଉଥିବା ସେନାଙ୍କ ପ୍ରତି ହେଉଥିବା ଚରମ ଅବହେଳା କଥା ଏବେ ସାମ୍ନାକୁ ଆସିଛି। ବରଫ ଅଂଚଳ ଲେହ, ଲଦାଖ ଓ ସିଆଚେନ୍ ଅଞ୍ଚଳରେ ମୁତୟନ ଥିବା ଯବାନଙ୍କ ପାଖରେ ଆବଶ୍ୟକ ପରିମାଣ ଖାଦ୍ୟ, ପୋଷାକ, ଜୋତା, ସ୍ଲିପିଙ୍ଗ ବ୍ୟାଗ ଓ ସ୍ନୋ-ଗ୍ଲାସ ଆଦି ନାହିଁ। କମ୍ପଟ୍ରୋଲର ଆଣ୍ଡ…

ପୁଲଓ୍ବାମାରେ ଗୁଳିକାଣ୍ଡ ୩ ଆତଙ୍କୀ ମୃତ

ଜାମ୍ମୁ-କାଶ୍ମୀର: ଆଜି ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳିକାଣ୍ଡରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମୁତାବକ, ଆଜି ସକାଳୁ ଭାରତୀୟ ସେନା ଓ ଜାମ୍ମୁ-କାଶ୍ମୀର ପୁଲିସର ସ୍ପେଶାଲ ଟିମ୍‍ ୱାଚିରେ ଆତଙ୍କବାଦୀ…

ଆଜି ସେନା ଦିବସ: ଜାଣନ୍ତୁ ଏମିତି କିଛି…

ନୂଆଦିଲ୍ଲୀ: ଜାନୁଆରୀ ୧୫ ମାନେ ସେନା ଦିବସ ପ୍ରାୟତଃ ସମସ୍ତଙ୍କୁ ଜଣା। ୧୯୪୯ ମସିହା ଜାନୁଆରୀ ୧୫ରେ ଫିଲ୍ଡ ମାର୍ଶାଲ କେଏମ କାରିୟପ୍ପା ଜେନରାଲ ଫ୍ରାସିଂସ ବୁଚରଙ୍କଠୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେଥିପାଇଁ ଜାନୁଆରୀ ୧୫କୁ ସେନା ଦିବସ ରୂପେ ପାଳନ କରାଯାଇଥାଏ। ଓ୍ୱାର କ୍ରାଏ ବିଷୟରେ ଜାଣିଛନ୍ତି କି…

ଉରିରେ ପାକ୍‌ ଅସ୍ତ୍ରବିରତି ଉଲ୍ଲଂଘନ,…

ଜାମ୍ମୁକାଶ୍ମୀର: ଉତ୍ତର କାଶ୍ମୀର ସୀମାନ୍ତ ବାରାମୁଳା ଜିଲାର ଉରି ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଆଜି ଏହାର କଡା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାର ଆକ୍ରମଣରେ ଗୁରୁବାର ୨ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି। ଏହା ସହିତ…

ପାକିସ୍ତାନର ଷଡ଼ଯନ୍ତ୍ରକୁ ପଦାରେ ପକାଇଲା…

ନୂଆଦିଲ୍ଲୀ: ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଷଡ଼ଯନ୍ତ୍ର। ପାକିସ୍ତାନର ହୀନ ପ୍ରୟାସକୁ ବିଫଳ କରିଛି ଭାରତୀୟ ସେନା। ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବାକୁ ପାକିସ୍ତାନ ସମର୍ଥିତ ଆତଙ୍କୀ ଓ ପାକ୍ କମାଣ୍ଡୋ ଲଗାତାର ପ୍ରୟାସ କରୁଛନ୍ତି। ଆଉ ଏଲଓସିରେ ପାକିସ୍ତାନ ଦେଖାଇଥିବା ଦୁଃସାହାସର ଏକ ଭିଡିଓ…

ଆସାମ ରେଜିମେଣ୍ଟର ଗୀତରେ ନାଚିଲେ ଭାରତୀୟ…

ନୂଆଦିଲ୍ଲୀ: ଭାରତୀୟ ଏବଂ ଆମେରିକୀୟ ଯବାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ। ଏହି ଭିଡିଓରେ ଦୁଇ ଦେଶର ଯବାନମାନେ ଆସାମ ରେଜିମେଣ୍ଟର ମାର୍ଚ୍ଚିଂ ଗୀତ ‘ବଦଲୁରାମ୍‌’ ଗାଇ ନାଚୁଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ଆମେରିକା ୱାଶିଂଟନ୍‌ରେ ମିଳିତ ଅଭ୍ୟାସ କରୁଛନ୍ତି ଭାରତୀୟ ଏବଂ…

ଜମ୍ମୁ-କଶ୍ମୀରର ୫୭୫ ଯୁବକ ଭାରତୀୟ…

ଶ୍ରୀନଗର: ଭାରତୀୟ ସେନାରେ ଯୋଗଦେଲେ ଜମ୍ମୁ-କଶ୍ମୀର ଯୁବକ। ଜମ୍ମୁ-କଶ୍ମୀରର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୭୫ ଜଣ ଯୁବକ ଆଜି ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ପାସିଂ ପରେଡ୍‌ ପରେ ଆଜି ସେମାନଙ୍କୁ ଜମ୍ମୁ-କଶ୍ମୀର ଲାଇଟ୍‌ ଇନ୍‌ଫାଣ୍ଟ୍ରିରେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି। ଗଣମାଧ୍ୟମକୁ ଏହି…

ପାକିସ୍ତାନର ଦାବିକୁ ଖାରଜ କଲା ଭାରତୀୟ…

ନୂଆଦିଲ୍ଲୀ: ଗତକାଲି ସ୍ବାଧୀନତା ଦିବସରେ ଭାରତୀୟ ଯବାନଙ୍କ ଗୁଳିରେ ୩ ପାକିସ୍ତାନ ଯବାନ ନିହତ ହୋଇଥିଲେ। ଏହାପରେ ପାକିସ୍ତାନ ଦାବି କରିଥିଲା ଯେ ୫ ଭାରତୀୟ ଯବାନ ମଧ୍ୟ ପାକିସ୍ତାନ ସେନାର ଗୁଳିରେ ନିହତ ହୋଇଛନ୍ତି। ପାକିସ୍ତାନର ଏଭଳି ଅଭିଯୋଗକୁ ଭାରତୀୟ ସେନା ଭିତ୍ତିହୀନ କହିବା ସହିତ ଖଣ୍ଡନ କରିଛି…