Odisha Link
Bridging the Missing Links in Odisha
Browsing Tag

INDIAN ARMY

ଆଜି ଭାରତରେ ପହଁଞ୍ଚିବ ରାଫେଲ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଶକ୍ତିକୁ ମଜବୁତ କରିବାକୁ ଯାଉଥିବା ଫ୍ରାନ୍ସ ନିର୍ମିତ ୫ଟି ରାଫେଲ ଯୁଦ୍ଧ ବିମାନ ଆଜି ଭାରତରେ ପହଁଞ୍ଚିବ। ୭୩୬୪ କିଲୋମିଟର ଉଡ଼ାଣ ପରେ ଆଜି ଭାରତର ପହଁଞ୍ଚିବ ରାଫେଲ୍। ବିମାନଗୁଡ଼ିକ ହରିୟାଣାର ଅମ୍ବାଲା ବିମାନଘାଟିରେ ଅବତରଣ କରିବ ଏବଂ ଏଥିପାଇଁ ଏହି ଅଞ୍ଚଳ‌େର ୧୪୪…

ପାକିସ୍ତାନକୁ ଭାରତର କଡ଼ା ଜବାବ, ୩ ପାକ୍‌…

ପୁଞ୍ଚ: ଜାମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକ୍‌ ସେନା ପକ୍ଷରୁ ହେଉଥିବା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଆକ୍ରମଣରେ ପାକ୍‌ ସେନାର ୩ ସୈନ୍ୟ ନିହତ ହୋଇଛନ୍ତି। ଏହା ସହିତ ଅନ୍ୟ ୮ ସୈନ୍ୟ ଆହତ ହୋଇଛନ୍ତି। ସେହିପରି ପାକ୍‌ ସେନାର କେତେକ ଧ୍ଵଂସ ହୋଇଥିବା…

ଆସୁଛି ରାଫେଲ୍

ନୂଆଦିଲ୍ଲୀ: ଏଲଏସିରେ ଚୀନ ସହିତ ସୀମା ବିବାଦ ଲାଗି ରହିଥିବା ବେଳେ ଭାରତୀୟ ସେନାକୁ ମିଳିଛି ଆଉ ଏକ ଶକ୍ତି। ଶେଷରେ ଭାରତୀୟ ବାୟୁସେନାର ପ୍ରତୀକ୍ଷା ଏକପ୍ରକାର ଅନ୍ତ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିବ। ପ୍ରାୟ ୭୩୬୪ କିଲୋମିଟର ଉଡ଼ାଣ…

ସେନାକୁ ମିଳିଲା ସ୍ବଦେଶୀ ମିଶାଇଲ…

ନୂଆଦିଲ୍ଲୀ: ଚୀନ ଓ ନେପାଳ ପରି ପଡ଼ୋଶୀ ଦେଶ ଭାରତୀୟ ସୀମାରେ ସୀମା ବିବାଦ ଉପୁଜଉଛନ୍ତି। ଏସବୁ ମଧ୍ୟରେ ଭାରତୀୟ ସେନା ନିଜର ଶକ୍ତିକୁ ବୃଦ୍ଧି କରିବାରେ ଲାଗିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ଦେଶର ସେନା ବାହିନୀକୁ ଅଧିକରୁ ଅଧିକ ମଜବୁତ କରାଯାଉଛି। ଭାରତୀୟ ସେନାକୁ ମିଳିଲା ବଡ଼ ସଫଳତା। ସେନାର ଶକ୍ତିରେ…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ୩…

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରିବାରେ ଭାରତୀୟ ସେନା ଓ ସ୍ଥାନୀୟ ପୁଲିସ୍‌ କର୍ମଚାରୀଙ୍କୁ କ୍ରମାଗତ ସଫଳତା ମିଳୁଛି। ଅନନ୍ତନାଗ ଜିଲ୍ଲାର କୁଚବିହାର ଅଞ୍ଚଚଳରେ ସୁରକ୍ଷା ବଳ ୩ ଆତଙ୍କବାଦୀଙ୍କୁ ନିପାତ କରିଛି। ସେହି ସ୍ଥାନରୁ ଏକେ-୪୭ ଏବଂ ପିସ୍ତଲ ମଧ୍ୟ ଜବତ କରାଯାଇଛି।…

୨୦ ଜଣ ବୀର ଶହୀଦଙ୍କ ତାଲିକା ଜାରି କଲା…

ନୂଆଦିଲ୍ଲୀ: ଗଲଓ୍ବାନ ଉପତ୍ୟକାରେ ଭାରତ-ଚୀନ ମଧ୍ୟରେ ଲାଇନ୍‌ ଅଫ୍‌ ଆକ୍ଚୁଆଲ କଣ୍ଟ୍ରୋଲକୁ ନେଇ ବିବାଦ ଲାଗି ରହିଛି। ଗତକାଲି ସୀମାରେ ହୋଇଥିବା ସଂଘର୍ଘରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ। ସେହି ୨୦ ଜଣଙ୍କର ନାମ ଘୋଷଣା କରିଛି ଭାରତୀୟ ସେନା। ସେମାନଙ୍କ ମଧ୍ୟରେ ସେନାର ଜଣେ ଅଧିକାରୀ ଥିବାବେଳେ…

୧୬ ଦିନରେ ୯ ଏନକାଉଣ୍ଟର, ୨୮ ଆତଙ୍କବାଦୀ…

ଶ୍ରୀନଗର: ଜମ୍ମୁ କଶ୍ମୀର ସ୍ଥିତ ସୋପିୟାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିିିଳିଛି। ଏନକାଉଣ୍ଟରେ ହିଜବୁଲର ୩ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚିରହିଥିବା ଖବର ପରେ ସେଠାରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି କରିଥିଲେ। ପରେ ଗୁଳିବିନିମୟ ଫଳରେ…

ପାକିସ୍ତାନ ସେନାର ୧୦ଟି ଚେକ୍‌ ପୋଷ୍ଟକୁ…

ନୂଆଦିଲ୍ଲୀ: ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତ ଉଲ୍ଲଂଘନର ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା। ଗତକାଲି ଜାମ୍ମୁ କାଶ୍ମୀରର ରଜୌରୀ ଓ ପୁନଛ ସେକ୍ଟରରେ ଗୁଳି ବର୍ଷଣ କରିଥିଲେ ପାକିସ୍ତାନୀ ସେନା। ଏଥିରେ ପୁନଛ ସେକ୍ଟରରେ କାର୍ଯ୍ୟରତ ଯବାନ ହରଚରଣ ସିଂ ସହିଦ ହୋଇଥିଲେ। ଏହାର ପାଲଟା ଜବାବ ଦେଇଛି…

ଜମ୍ମୁ କଶ୍ମୀର: ୨୪ ଘଣ୍ଟାରେ ୯…

ଜମ୍ମୁ କଶ୍ମୀର: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ପାଲଟା ଜବାବ ଦେଇଛି।…

ଅପରେସନ୍‌ ନମସ୍ତେ: ଭାରତୀୟ ସେନାର କରୋନା…

ନୂଆଦିଲ୍ଲୀ: କରୋନା ବିରୋଧରେ ସାରା ଦେଶ ଏକାଠି ହୋଇଥିବା ବେଳେ ସହଯୋଗର ହାତ ବଢ଼ାଇଛି ଭାରତୀୟ ସ୍ଥଳ ସେନା। 'ଅପରେସନ୍‌ ନମସ୍ତେ' ନାମରେ କରୋନା ବିରୋଧରେ ଲଢ଼େଇ କାର୍ଯ୍ୟକ୍ରମ ଆରମ୍ଭ କରିଛି ସେନା। ଦେଶବ୍ୟାପୀ ୮ଟି ସ୍ଥାନରେ କ୍ବାରାଣ୍ଟିନ୍‌ ସୁବିଧା କେନ୍ଦ୍ର ପ୍ରସ୍ତୁତ ରଖିଛି ସେନା। ସେନା ଭିତରେ…