Odisha Link
Bridging the Missing Links in Odisha
Browsing Tag

JammuKashmir

ଜାମୁ କାଶ୍ମୀରରୁ ୩ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଜାମୁ କାଶ୍ମୀରରୁ ୩ ଆତଙ୍କବାଦୀ ଗିରଫ। ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ପୋଲିସ ଏବଂ ସେନାର ମିଳିତ ଅପରେସନ୍ ଫଳରେ ୩ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି।ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳି ଓ ନଗଦ ଟଙ୍କା ଜବତ କରାଯାଇଛି। ଏହି ତିନି ଆତଙ୍କବାଦୀ କାଶ୍ମୀର ଉପତ୍ୟକାର…

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଜମ୍ମୁ କଶ୍ମୀର : ଆଜି ସକାଳୁ ସକାଳୁ ଜମ୍ମୁ କଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟରେ ଭାରତୀୟ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ସୁରକ୍ଷା ବାହିନୀ ଗୁଳିରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। କଶ୍ମୀର ଘାଟିରେ ଗତ ୨୪…

ଜମ୍ମୁ-କଶ୍ମୀର ଗସ୍ତରେ ମୋଦି ସରକାରର ୩୬…

ନୂଆଦିଲ୍ଲୀ: ମୋଦି ସରକାରର ୩୬ ମନ୍ତ୍ରୀ ଆଜିଠୁ ଜମ୍ମୁ-କଶ୍ମୀରର ସହର ଓ ଗାଁ ଗାଁ ବୁଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି। ହେଲେ ତିନି ମନ୍ତ୍ରୀଙ୍କ ବିମାନ ଖରାପ ପାଣିପାଗ ଯୋଗୁଁ ଜମ୍ମୁ ବିମାନ ବନ୍ଦରରେ ଅବତରଣ ନକରି ଶ୍ରୀ ନଗର ବିମାନ ବନ୍ଦରରେ ଅବତରଣ କରିଛି।…