Odisha Link
Bridging the Missing Links in Odisha
Browsing Tag

Jatra

ଯାତ୍ରା ଓ ମେଲୋଡି ମଞ୍ଚରେ ଅଶ୍ଲୀଳ ନୃତ୍ୟ…

ଓଏଲ୍‌ ବ୍ୟୁରୋ: ଯାତ୍ରା ଓ ମେଲୋଡି ଓଡ଼ିଶାରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ ସାଜିଛି। ଏସବୁ ମଧ୍ୟରେ ଯାତ୍ରା ପ୍ରେମୀ ମାନଙ୍କ ପାଇଁ ଆସିଲା ବଡ଼ ଖବର। କାରଣ ଆଉ ଯାତ୍ରା ଓ ମେଲୋଡି ମଞ୍ଚ ଉପରେ ଆଉ ପରିବେଷଣ ହେବ ନାହିଁ ଅଶ୍ଳୀଳ ନୃତ୍ୟ। ଦ୍ୱିଅର୍ଥବୋଧକ ସଂଳାପ କହିପାରିବେନି କଳାକାର। ମେଲୋଡି କିମ୍ବା…

ମଞ୍ଚ କଳାକାରଙ୍କୁ ମିଳିଲା ଅନୁମତି, ୨…

ଭୁବନେଶ୍ବର: ମାହାରାଷ୍ଟ୍ର ସମେତ ୫ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଥିବା ବେଳେ ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଗାଇଡଲାଇନରେ ୨୦୦୦ ଲୋକଙ୍କୁ ନେଇ ଯାତ୍ରାର ଆୟୋଜନ…

ଯୋଉଠି ନାଚିବି ସେଠି ପାଲଟିବ ଖଣ୍ଡଗିରି…

ଭୁବନେଶ୍ୱର: ରାଜଧାନୀରେ ଆସନ୍ତାକାଲିଠୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ। ଚଳିତବର୍ଷ ଖଣ୍ଡଗିରିର ଯାତ୍ରା ମହାକୁମ୍ଭରେ ଦେଖିବାକୁ ମିଳିବ ନାହିଁ ରାନୀ ପଣ୍ଡାଙ୍କ ଡ୍ୟାନ୍ସ। କାରଣ ରାନୀ ପଣ୍ଡା ଓ ସେ ଅଭିନୟ କରୁଥିବା ଅନୁଷ୍ଠାନ ଯାତ୍ରା ‘ନ୍ୟୁ ସଚ୍ଚିଦାନନ୍ଦ’ ଚଳିତବର୍ଷ ଖଣ୍ଡଗିରି ଆସିବାକୁ ମନା। ବ୍ୟାନ…